tbwodisha.com

ଜମ୍ବୋ ପ୍ରଶ୍ନୋତ୍ତର ପ୍ରତିଯୋଗିତା-2 (Jumbo Quiz Contest Test-2)ର ଫଳାଫଳ ପ୍ରକାଶିତ !

  • 10ମ, 9ମ, 8ମ ଓ 7ମ ଶ୍ରେଣୀଗୁଡ଼ିକରେ ସୂର୍ଯ୍ୟକାନ୍ତ, ଶୁଭଶ୍ରୀ, ଶାଶ୍ଵତୀ ଓ ପାର୍ଥସାରଥୀ ଟପ୍ପର !
  • 6ଷ୍ଠ, 5ମ, 4ର୍ଥ ଓ 3ୟ ଶ୍ରେଣୀଗୁଡ଼ିକରେ ଅର୍ଚ୍ଚିତା, ୱାସାକ୍ ଖାନ, ଶୁଭଶ୍ରୀ ଓ ଆଦ୍ୟସା ଟପ୍ପର !
  • ଅଷ୍ଟମ ଶ୍ରେଣୀର ଶାଶ୍ଵତୀ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ପାଇଲେ 100% ମାର୍କ !
  • ତୃତୀୟ ଶ୍ରେଣୀର ଆଦ୍ୟସା 50 ଟି ପ୍ରଶ୍ନରୁ 49ଟିର ସଠିକ ଉତ୍ତର ଦେଇ ପାଇଲେ 98% ମାର୍କ !
  • ଦେଖନ୍ତୁ Top-10 List 👉🏻 Click