ଜମ୍ବୋ ପ୍ରଶ୍ନୋତ୍ତର ପ୍ରତିଯୋଗିତା-3ର ଫଳାଫଳ ପ୍ରକାଶିତ !
Jumbo Quiz Contest Test-3 ର ଫଳାଫଳ:
ଭିଡ଼ିଓ ଦେଖନ୍ତୁ : Top10 Winners
👉🏻 10ମ, 9ମ, 8ମ ଓ 7ମ ଶ୍ରେଣୀଗୁଡ଼ିକରେ ସୌମ୍ୟା, ପ୍ରୟାସ, ଅଂଶୁମାନ ଓ ଅଂଶୁମାନ ଟପ୍ପର !
👉🏻 6ଷ୍ଠ, 5ମ, 4ର୍ଥ ଓ 3ୟ ଶ୍ରେଣୀଗୁଡ଼ିକରେ ରିୟାନ, ଅନୁଷ୍କା ଏବଂ ସୁପ୍ରଭା, ଆଦ୍ୟାସା ଓ ଅଭିଜ୍ଞାନ ଏବଂ ସମର୍ପିତ ଟପ୍ପର !
👉🏻 ତୃତୀୟ ଶ୍ରେଣୀର ଅଭିଜ୍ଞାନ ଓ ସମର୍ପିତ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ପାଇଲେ 100% ମାର୍କ !
👉🏻 ଚତୁର୍ଥ ଶ୍ରେଣୀର ଆଦ୍ୟାସା ଓ ପଞ୍ଚମ ଶ୍ରେଣୀର ଅନୁଷ୍କା ଏବଂ ସୁପ୍ରଭା 50 ଟି ପ୍ରଶ୍ନରୁ 48ଟିର ସଠିକ ଉତ୍ତର ଦେଇ ପାଇଲେ 96% ମାର୍କ !