tbwodisha.com

ଜମ୍ବୋ ପ୍ରଶ୍ନୋତ୍ତର (କୁଇଜ) ପ୍ରତିଯୋଗିତା -1 ର ଫଳାଫଳ ପ୍ରକାଶିତ !

    • 10ମ, 9ମ, 8ମ ଓ 7ମ ଶ୍ରେଣୀରେ ଓମପ୍ରକାଶ, ଶ୍ଵେତାରାଣୀ, ହିମାଦ୍ରୀ ଓ ପାର୍ଥସାରଥୀ ଟପ୍ପର 

    • 6ଷ୍ଠ, 5ମ, 4ର୍ଥ ଓ 3ୟ ଶ୍ରେଣୀରେ ସାଇପ୍ରତୀକ, ଅନୁଷ୍କା, ଆଦ୍ୟସା ଓ ପ୍ରିୟାଂଶୁ ଟପ୍ପର 

    • Watch Top-10 List : Classes 7 to 10 👉🏻 Click here

    • Watch Top-10 List : Classes 3 to 6 👉🏻  Click here

    • Watch Video -  👉🏻  Top10 Winners
    •  ଦେଖନ୍ତୁ ଆମର ଫେସବୁକ Facebook ପେଜ 👉🏻 jumbofuncamp

ବିଦ୍ୟାଳୟରେ ପଢ଼ାଯାଉଥିବା ସିଲାବସକୁ ନେଇ ଗତ ଜୁନ 26 ତାରିଖ ରବିବାର ଦିନ ଜମ୍ବୋ ପ୍ରଶ୍ନୋତ୍ତର (କୁଇଜ) ପ୍ରତିଯୋଗିତା -1 ଅନୁଷ୍ଠିତ ହୋଇଥିଲା | ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଛାତ୍ରଛାତ୍ରୀ ଏଥିରେ ରେଜିଷ୍ଟ୍ରସନ କରି ଭାଗନେଇଥିଲେ | ପୁରାଦିନ ଏହି ପରୀକ୍ଷା ଚାଲିଥିଲା |

50ଟି MCQ ପ୍ରଶ୍ନ ଗୁଡିକର ମୋବାଇଲ ଆପ୍ପରେ ପ୍ରତିଯୋଗୀମାନେ ଉତ୍ତର ଦେଇଥିଲେ | ଏହି ପ୍ରତିଯୋଗିତା ପୁରାବର୍ଷା ନିୟମିତ ବ୍ୟବଧାନରେ ଅନୁଷ୍ଠିତ ହେବ ବୋଲି TBW ର ପ୍ରକାଶକ ସୂଚନା ଦେଇଛନ୍ତି |

 www.tbwodisha.com 👈 ୱେବସାଇଟରେ ମଧ୍ୟ ଏହି ପ୍ରତିଯୋଗିତାର ସୂଚନା ଦିଆଯାଇଛି |

  • Contest ବା ପ୍ରତିଯୋଗିତା ବିଷୟରେ Doubt କିପରି ପଚାରିବେ? 
  • Jumbo Fun Camp Helpline Number : 7894457621
  • କେବଳ ଅଫିସ ସମୟରେ ଫୋନ କରିହେବ |
  • ଅଫିସ ସମୟ (ସୋମବାର ରୁ ଶନିବାର) ସମୟ : 4:00 PM ରୁ 8:00 PM

 

ଜମ୍ବୋ ପ୍ରଶ୍ନୋତ୍ତର (କୁଇଜ) ପ୍ରତିଯୋଗିତା -2

ଆସନ୍ତା ଜୁଲାଇ 17 ତାରିଖ ରବିବାର ଦିନ ଅନୁଷ୍ଠିତ ହେବ |