News
-
ଦଶମ ଓ ନବମ ଶ୍ରେଣୀ Term-2 ବୋର୍ଡ ପରୀକ୍ଷା Question Pattern ରେ ଅଳ୍ପ କେତେକ ପରିବର୍ତ୍ତନ |
👉🏻 ଉଭୟ ନବମ ଓ ଦଶମ ଶ୍ରେଣୀ ସାହିତ୍ୟ, English ଓ ଗଣିତ ବିଷୟ ଗୁଡିକରେ ଏହି ପରିବର୍ତ୍ତନ (କେବଳ Subjective) କରାଯାଇଛି |
👉🏻 ପୂର୍ବରୁ ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ EXTRA BOOKS କମ ମୂଲ୍ୟରେ (Rs. 35/-) ପ୍ରକାଶିତ ହୋଇଛି |
👉🏻 ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଗୁଡିକ ଉପଲବ୍ଧ ହେବ |
👉🏻 ସେଠାରେ ଏହି ପୁସ୍ତକ ଉପଲବ୍ଧ ନଥିଲେ ଆମ Website ରୁ କ୍ରୟ କରିହେବ |