tbwodisha.com

News

  • ଦଶମ ଓ ନବମ ଶ୍ରେଣୀ Term-2 ବୋର୍ଡ ପରୀକ୍ଷା Question Pattern ରେ ଅଳ୍ପ କେତେକ ପରିବର୍ତ୍ତନ |

    👉🏻 ଉଭୟ ନବମ ଓ ଦଶମ ଶ୍ରେଣୀ ସାହିତ୍ୟ, English ଓ ଗଣିତ ବିଷୟ ଗୁଡିକରେ ଏହି ପରିବର୍ତ୍ତନ (କେବଳ Subjective) କରାଯାଇଛି |
    👉🏻  ପୂର୍ବରୁ ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ  EXTRA BOOKS କମ ମୂଲ୍ୟରେ (Rs. 35/-) ପ୍ରକାଶିତ ହୋଇଛି |

    👉🏻 ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଗୁଡିକ ଉପଲବ୍ଧ ହେବ |
    👉🏻 ସେଠାରେ ଏହି ପୁସ୍ତକ ଉପଲବ୍ଧ ନଥିଲେ ଆମ Website ରୁ କ୍ରୟ କରିହେବ |

  • Jumbo ନବମ ଶ୍ରେଣୀ TERM-II COMBOOK 2023 ପ୍ରକାଶ ପାଇଲା !

    Jumbo ନବମ ଶ୍ରେଣୀ TERM-II COMBOOK 2023 Click : 👉🏻 Jumbo ନବମ ଶ୍ରେଣୀ TERM-II COMBOOK 2023   ଏବର୍ଷ ପାଇଁ ପ୍ରଚଳିତ ନୂତନ ପରୀକ୍ଷା ଢାଞ୍ଚାରେ ସମ୍ପୂର୍ଣ୍ଣ ସିଲାବ...
  • TBW HSC 2023 TERM-II Probables ପ୍ରକାଶ ପାଇଲା !

    ଆସନ୍ତୁ ଜାଣିବା କିପରି ହେବ ପରୀକ୍ଷା ଓ କିପରି ରହିବ ପରୀକ୍ଷା ପ୍ୟାଟର୍ନ