tbwodisha.com

TBW HSC Probables 2024 Term-1

  • ଚଳିତ ଶିକ୍ଷାବର୍ଷ 2023-24 ପାଇଁ ବୋର୍ଡ ତରଫରୁ ପରୀକ୍ଷା ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି |
  • ପୂର୍ବରୁ ପ୍ରଚଳିତ SA-1 ଓ SA-2 ପରୀକ୍ଷା ଆଉ ଅନୁଷ୍ଠିତ ହେବ ନାହିଁ |
  • ବର୍ଷଶେଷରେ ସମ୍ପୂର୍ଣ୍ଣ ସିଲାବସକୁ ନେଇ କେବଳ ଗୋଟିଏ ବାର୍ଷିକ ବୋର୍ଡ଼ ପରୀକ୍ଷା / ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ |

ଏହି ଆଧାରରେ ବୋର୍ଡ଼ ପରୀକ୍ଷା-2024 ପାଇଁ TBW HSC Probables 2024 ନୂତନ ଭାବେ ପ୍ରକାଶିତ ହେବ |

 

TBW HSC Probables 2024

ବିଗତ ବର୍ଷର ମାଟ୍ରିକ Term-1 ପରୀକ୍ଷାରେ TBW ର ସଫଳତା 99.5%
TBW ରୁ ପଚରାଯାଇଥିବା ପ୍ରଶ୍ନ ଗୁଡିକର ତାଲିକା ପାଇଁ ଦିଆଯାଇଛି Success Chart

CLICK 👇🏻 the poster

ପୁସ୍ତକର ବିଶେଷତ୍ୱ :

  • ଏବର୍ଷ ପାଇଁ ପ୍ରବର୍ତ୍ତିତ ନୂତନ ସିଲାବସMarks Distribution ଅନୁସାରେ ପ୍ରସ୍ତୁତ
  • ବିଗତ ବର୍ଷର ବୋର୍ଡ ପରୀକ୍ଷା ପ୍ରଶ୍ନ ଓ ସେଗୁଡିକର ଉତ୍ତର
  • Term -1 ପାଇଁ ଅନେକ ସମ୍ଭାବିତ ପ୍ରଶ୍ନୋତ୍ତର
  • MCQ ପ୍ରଶ୍ନ ଗୁଡିକର ଉତ୍ତର Hints ସହିତ
  • 15 ସେଟ ନମୁନା ପ୍ରଶ୍ନୋତ୍ତର

ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ TBW HSC Probables 2024

TBW ରୁ ପଚରାଯାଇଥିବା ପ୍ରଶ୍ନ ଗୁଡିକର ତାଲିକା ପାଇଁ ଦେଖନ୍ତୁ

TBW HSC Probables 2024 (Term -1)

Leave a comment

Please note, comments must be approved before they are published