ପୂର୍ବରୁ TBW JTC Guide କ୍ରୟ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୂଚନା
- ପୂର୍ବ ନାମକୁ ପରିବର୍ତ୍ତନ କରାଯାଇ JTS (Junior Teacher- Schematic) କରାଯାଇଛି
-
ପୁସ୍ତକରେ ଦିଆଯାଇଥିବା ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ
- କେବଳ Computer Literacy ବିଷୟରେ Social Networking & Digital Citizenship ଅଧ୍ୟାୟ ଗୁଡିକୁ ବାଦ ଦିଆଯାଇଛି
- ବିଭିନ୍ନ ବିଷୟର ନମ୍ବର ବିଭକ୍ତିକରଣରେ ପରିବର୍ତ୍ତନ କରାଯାଇଛି
- ସମ୍ପୂର୍ଣ୍ଣ ସିଲାବସ Download କରିବା ପାଇଁ Click : NewSyllabusJTS
- ତେଣୁ ପୂର୍ବରୁ TBW JTC Guide କ୍ରୟ କରିଥିବା ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ
- ତେବେ ପରିବର୍ତ୍ତିତ ନମ୍ବର ବିଭକ୍ତିକରଣ ଅନୁସାରେ ନୂତନ ସେଟ ପ୍ରଶ୍ନ ବିଶିଷ୍ଟ Special Book ପ୍ରକାଶିତ ହେବ
- ପୂର୍ବରୁ 150 ମିନିଟରେ 150 ଟି ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା ; କିନ୍ତୁ ଏଥର 150 ମିନିଟରେ 120 ଟି ପ୍ରଶ୍ନ ପଚରାଯିବ
- ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2 ହେବ ଓ ଭୁଲ ଉତ୍ତର ପାଇଁ ½ ମାର୍କ କଟାଯିବ
Category - I (Class- I to V)
ବିଭିନ୍ନ ବିଷୟରେ ନମ୍ବର ବିଭକ୍ତିକରଣ :
Part-I (ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2)
- General English : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- General Odia : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- GK and Current affairs : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- Reasoning Ability : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- Computer Literacy : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 5ଟି ପ୍ରଶ୍ନ
- Child Development, Learning, Curriculum & Assessment : ପୂର୍ବରୁ 20ଟି ପ୍ରଶ୍ନ; ବର୍ତ୍ତମାନ 15ଟି ପ୍ରଶ୍ନ
Part-II (ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2)
- Subject Contents : ପୂର୍ବରୁ 50ଟି ପ୍ରଶ୍ନ; ବର୍ତ୍ତମାନ 40ଟି ପ୍ରଶ୍ନ
- Pedagogy : ପୂର୍ବରୁ 30ଟି ପ୍ରଶ୍ନ; ବର୍ତ୍ତମାନ 20ଟି ପ୍ରଶ୍ନ
Category - II (Class- VI to VIII)
ବିଭିନ୍ନ ବିଷୟରେ ନମ୍ବର ବିଭକ୍ତିକରଣ :
Part-I (ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2)
- General English : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- General Odia : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- GK and Current affairs : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- Reasoning Ability : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ
- Computer Literacy : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 5ଟି ପ୍ରଶ୍ନ
- Child Development, Learning, Curriculum & Assessment : ପୂର୍ବରୁ 20ଟି ପ୍ରଶ୍ନ; ବର୍ତ୍ତମାନ 15ଟି ପ୍ରଶ୍ନ
Part-II (ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2)
- Subject Contents : ପୂର୍ବରୁ 50ଟି ପ୍ରଶ୍ନ; ବର୍ତ୍ତମାନ 36ଟି ପ୍ରଶ୍ନ
- Pedagogy : ପୂର୍ବରୁ 30ଟି ପ୍ରଶ୍ନ; ବର୍ତ୍ତମାନ 24ଟି ପ୍ରଶ୍ନ