tbwodisha.com

EXTRA BOOK TBW Odisha JA & PEO Entrance Exam Junior Asst & Panchayat Executive Officers

EXTRA BOOK TBW Odisha JA & PEO Entrance Exam Junior Asst & Panchayat Executive Officers

Regular price
Rs. 380.00
Sale price
Rs. 380.00
Regular price
Rs. 450.00
Sold out
Unit price
per 
Shipping calculated at checkout.

Please contact: 7894457606

Junior Assistant & Panchayat Executive Officer

COMBINED RECRUITMENT EXAM – 2023

👉🏻 କନିଷ୍ଠ ସହାୟକ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିଯୁକ୍ତି ପରୀକ୍ଷା ପାଇଁ 
👉🏻 ନୂତନ ନିୟମାବଳୀ ଅନୁସାରେ ଖାଲିଥିବା ସମସ୍ତ କନିଷ୍ଠ ସହାୟକ Junior Assistant ଓ ପଂଚାୟତ ନିର୍ବାହୀ ଅଧିକାରୀ ବା Odisha PEO ପଦବୀ ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSSC Odisha Subordinate Staff Selection Commission ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବାର ବ୍ୟବସ୍ଥା ରଖାଯାଇଛି |

👉🏻 ଏହି ପରୀକ୍ଷାରେ English, Odia, Mathematics, General Knowledge & Computer Knowledge ବିଷୟ ଗୁଡ଼ିକରୁ ପ୍ରଶ୍ନ ପଚରାଯିବ |
👉🏻 ଏହି ଆଧାରରେ ନୂତନ ସିଲାବସ ଅନୁଯାୟୀ ପ୍ରସ୍ତୁତ କରାଯାଇଛି : TBW Odisha JA & PEO Entrance Exam Guide

ପୁସ୍ତକର ବିଶେଷତ୍ୱ :

Note: ପୂର୍ବରୁ TBW P.E.O. ଗାଇଡ଼ କ୍ରୟ କରିଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି EXTRA BOOK ପ୍ରକାଶିତ ! 
👉🏻 ବଦଳିଥିବା ସିଲାବସ ଅନୁଯାୟୀ English, Odia, Mathematics, General Knowledge & Computer Knowledge ବିଷୟ ଗୁଡ଼ିକରୁ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ପ୍ରଶ୍ନୋତ୍ତର  |
👉🏻 10 ସେଟ ନମୁନା ପ୍ରଶ୍ନପତ୍ର ଓ ଉତ୍ତର (ନୂତନ ସିଲାବସ ଅନୁଯାୟୀ )

 

CLICK 👇🏻 the poster (Watch FREE Video)