tbwodisha.com

CLASS 9 Extra Book JUMBO Term-2 COMBOOK

CLASS 9 Extra Book JUMBO Term-2 COMBOOK

Regular price
Rs. 30.00
Sale price
Rs. 30.00
Regular price
Rs. 35.00
Sold out
Unit price
per 
Shipping calculated at checkout.

👉🏻 ଚଳିତ ଶିକ୍ଷାବର୍ଷ 2022-23 ରେ ହେବାକୁ ଥିବା ନବମ ଶ୍ରେଣୀ ପରୀକ୍ଷା Term-2 ବା Summative Assessment -II ର Question Pattern ରେ ଅଳ୍ପ କେତେକ ପରିବର୍ତ୍ତନ ବୋର୍ଡ ତରଫରୁ କରାଯାଇଛି |
👉🏻 ନବମ ଶ୍ରେଣୀ ସାହିତ୍ୟ, English ଓ ଗଣିତ ବିଷୟ ଗୁଡିକରେ ଏହି ପରିବର୍ତ୍ତନ କରାଯାଇଛି |
👉🏻 Jumbo COMBOOK Class -9 Term-2 (New Question Pattern) ଏହି ଆଧାରରେ ପ୍ରକାଶିତ ହୋଇଛି |
👉🏻Jumbo COMBOOK Class -9 Term-2 (Old Pattern) ପୂର୍ବରୁ ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ Jumbo COMBOOK Class -9 Term-2 EXTRA BOOK କମ ମୂଲ୍ୟରେ ପ୍ରକାଶିତ ହୋଇଛି |
👉🏻 ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ ହେବ |
👉🏻 ସେଠାରେ ଏହି ପୁସ୍ତକ ଉପଲବ୍ଧ ନଥିଲେ ଆମ Website ରୁ କ୍ରୟ କରିହେବ |