
TBW HSC 2023 Term-2 Probables
New Question Pattern
- ଏବର୍ଷ ପାଇଁ ପ୍ରଚଳିତ ନୂତନ ପରୀକ୍ଷା ଢାଞ୍ଚାରେ ସମ୍ପୂର୍ଣ୍ଣ ସିଲାବସ ଅନୁଯାୟୀ ପ୍ରସ୍ତୁତ.
- Term-2 ର ଅଧ୍ୟାୟ ଗୁଡ଼ିକର MCQ & Subjective ସମ୍ଭାବିତ ପ୍ରଶ୍ନୋତ୍ତର
- Term-2 (Summative Assessment SA-II) ପାଇଁ 15 ସେଟ MCQ ନମୁନା ପ୍ରଶ୍ନୋତ୍ତର
- ବୋର୍ଡ ପରୀକ୍ଷା ପ୍ରଶ୍ନୋତ୍ତର 2022 - 2014 ସମ୍ମିଳିତ
- Formative Assessment (FA- III & IV) ପାଇଁ 3ଟି ଲେଖାଏଁ ସେଟ ପ୍ରଶ୍ନ ମଧ୍ୟ ଦିଆଯାଇଛି.
Also Available: 👉🏻 HSC Extra Book
TBW HSC PROBABLES Term-2 (Old Pattern) ପୂର୍ବରୁ ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ TBW HSC EXTRA BOOK କମ ମୂଲ୍ୟରେ (Rs. 35/-) ପ୍ରକାଶିତ ହୋଇଛି |