tbwodisha.com

TBW JTS Guide 2023 Primary (Full Book) Junior Teacher Schematic
TBW JTS Guide 2023 Primary (Full Book) Junior Teacher Schematic
  • Load image into Gallery viewer, TBW JTS Guide 2023 Primary (Full Book) Junior Teacher Schematic
  • Load image into Gallery viewer, TBW JTS Guide 2023 Primary (Full Book) Junior Teacher Schematic

TBW JTS Guide 2023 Primary (Full Book) Junior Teacher Schematic

Regular price
Rs. 1,040.00
Sale price
Rs. 1,040.00
Regular price
Rs. 1,390.00
Sold out
Unit price
per 
Shipping calculated at checkout.

TBW JTS Guide 2023 Primary

କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା

 Junior Teacher Schematic

For Appointment as a Teacher in Classes I to V (Category-I)

TBW JTS Guide କ୍ରୟ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୂଚନା :

  • ପୂର୍ବ ନାମକୁ ପରିବର୍ତ୍ତନ କରାଯାଇ JTS (Junior Teacher- Schematic) କରାଯାଇଛି 
  • ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ 

  • କେବଳ Computer Literacy ବିଷୟରେ Social Networking & Digital Citizenship ଅଧ୍ୟାୟ ଗୁଡିକୁ ବାଦ ଦିଆଯାଇଛି 
  • ବିଭିନ୍ନ ବିଷୟର ନମ୍ବର ବିଭକ୍ତିକରଣରେ ପରିବର୍ତ୍ତନ କରାଯାଇଛି
  • ସମ୍ପୂର୍ଣ୍ଣ ସିଲାବସ Download କରିବା ପାଇଁ Click : NewSyllabusJTS 
  • ତେଣୁ ପୂର୍ବରୁ TBW JTC Guide କ୍ରୟ କରିଥିବା ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ
  • ପୂର୍ବରୁ 150 ମିନିଟରେ 150 ଟି ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା ; କିନ୍ତୁ ଏଥର 150 ମିନିଟରେ 120 ଟି ପ୍ରଶ୍ନ ପଚରାଯିବ 
  • ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2 ହେବ ଓ ଭୁଲ ଉତ୍ତର ପାଇଁ ½ ମାର୍କ କଟାଯିବ 
Category - I (Class- I to V)

ବିଭିନ୍ନ ବିଷୟରେ ନମ୍ବର ବିଭକ୍ତିକରଣ :

Part-I (ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2)

  • General English : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ 
  • General Odia : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ 
  • GK and Current affairs : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ 
  • Reasoning Ability : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 10ଟି ପ୍ରଶ୍ନ 
  • Computer Literacy : ପୂର୍ବରୁ 10ଟି ପ୍ରଶ୍ନ; ବର୍ତ୍ତମାନ 5ଟି ପ୍ରଶ୍ନ 
  • Child Development, Learning, Curriculum & Assessment : ପୂର୍ବରୁ 20ଟି ପ୍ରଶ୍ନ; ବର୍ତ୍ତମାନ 15ଟି ପ୍ରଶ୍ନ 

Part-II (ପ୍ରତ୍ୟେକ ପ୍ରଶ୍ନର ମୁଲ୍ୟାଙ୍କ 2)

  • Subject Contents : ପୂର୍ବରୁ 50ଟି ପ୍ରଶ୍ନ; ବର୍ତ୍ତମାନ 40ଟି ପ୍ରଶ୍ନ 
  • Pedagogy : ପୂର୍ବରୁ 30ଟି ପ୍ରଶ୍ନ; ବର୍ତ୍ତମାନ 20ଟି ପ୍ରଶ୍ନ 

🔈 ବିଶେଷ ଆକର୍ଷଣ : 

JTS Full Book ର ବିଶେଷତ୍ୱ :
🔘 Covers All the Subjects for JTS Exam as per New Syllabus
🔘 10 Model Set Questions for JTS Exam
🔘 Covers Previous Years' CHT Questions
🔘 Child Development & Pedagogy for JTS (New Syllabus) Summary & MCQ
🔘 GK & Current Affairs, Reasoning, Computer Science & Additional chapters in other Subjects for JTS (New Syllabus) Summary & MCQ
🔘 Subjects: EVS, Math / Sc & Social Studies: Summary and MCQs

Subjects :

PART - I

📌 General English
📌 General Odia
📌 GK and Current Affairs
📌 Reasoning Ability
📌 Computer Literacy
📌 Child development, Learning, Curriculum & Assessment

PART - II
📌 Language ODIA
📌 Language ENGLISH
📌 Mathematics
📌 Environmental Studies EVS

Also Available

TBW JTS Guide କମ ମୂଲ୍ୟରେ 👉🏻 Special Extra Book 

ବିଶେଷ ଦ୍ରଷ୍ଟବ୍ୟ : TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days  ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |

Please note: Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering.

Download Current Affairs for JTS and RHT Exams 2023

From March 2023 onwards…

Download FREE!

Click the Poster below 👇🏻