Akash Lenka of Badamba: The Run Machine! 💥

🔥 Akash Lenka of Badamba has been awarded the 16th Most Valuable Player in the thrilling TBW Students Cricket League Season-2! 🏆

Representing the powerful Eagle 11, Gopapur, Badamba, Akash dominated the field at the Amogha Mega Sky Box Cricket Stadium. 💪

With a scorching strike rate of 267, he amassed a breathtaking 285 runs, including a jaw-dropping 23 sixes and 28 fours! 🤯

He showcased his explosive batting with an impressive Century and a remarkable three Half Centuries during the tournament. 🔥

Watch more highlights and updates on our social media pages!

Watch More in Our Social Media Pages.

ବଡମ୍ବାର ରନ୍ ମସିନ୍ – ଆକାଶ ଲେଙ୍କା💥

🔥ବଡମ୍ବାର ଆକାଶ ଲେଙ୍କା TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଲିଗ୍ ସିଜିନ୍-୨ର ଷୋହଳତମ  ମୋଷ୍ଟ୍ ଭାଲ୍ୟୁଏବଲ୍ ପ୍ଲେଅର୍ ଭାବେ ପୁରସ୍କୃତ ହୋଇଛନ୍ତି!🏆

ଗୋପାଳପୁର, ବଡମ୍ବାର ଇଗଲ୍ ଇଲେଭେନ୍ ଭଳି ଶକ୍ତିଶାଳୀ ଦଳର ପ୍ରତିନିଧିତ୍ଵ କରି, ଆକାଶ ନିଜ ଚମତ୍କାରୀ ପ୍ରଦର୍ଶନରେ ଆମୋଘା ମେଗା ସ୍କାଏ ବକ୍ସ କ୍ରିକେଟ୍ ଷ୍ଟାଡିୟମରେ ଭୁକମ୍ପ ଆଣିଦେଇଥିଲେ |💪

ପବନ ସହ ରେସ୍ ଲଗାଇଲା ଭଳି ୨୩ଟି ଛକା ଏବଂ ୨୮ଟି ଚୌକା ସହିତ ୨୬୭ ର ଷ୍ଟ୍ରାଇକ୍ ରେଟ୍ ରେ, ସେ ୨୮୫ ରନ୍ କରିଥିଲେ!🤯

ଆକାଶଙ୍କ ବିସ୍ଫୋରକ ବ୍ୟାଟିଂରେ ସାମିଲ୍ ଥିଲା ଗୋଟେ ଶତକ ଏବଂ ତିନୋଟି ଅର୍ଦ୍ଧଶତକ |🔥

Leave a comment

Please note, comments need to be approved before they are published.