Badrinath Behera of Sarang, Dhenkanal has been crowned the 12th Most Valuable Player of the TBW Students Cricket League Season-2! 🏆
Playing for Ananta Sayan Eleven Stars, Dhenkanal, Badrinath showcased incredible dominance with the bat at the Amogha Mega Sky Box Cricket Stadium. 💪
With a staggering strike rate of 265, he amassed a phenomenal 305 runs, including a mind-blowing 27 sixes and 28 fours! 🤯
He scored an impressive Century and two half-centuries in this tournament, including a breathtaking knock of 139 runs in 52 balls and an unbeaten 93 runs off just 37 balls! 🔥
Watch more highlights and updates on our social media pages!
Watch More in Our Social Media Pages.
ସଭିଙ୍କୁ ଗୌରବାନ୍ୱିତ କରିଛନ୍ତି ସାରଙ୍ଗ, ଢ଼େଙ୍କାନାଳର ବଦ୍ରିନାଥ ବେହେରା!
ସାରଙ୍ଗ, ଢ଼େଙ୍କାନାଳର ବଦ୍ରିନାଥ ବେହେରା TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଲିଗ୍ ସିଜିନ୍-୨ର ଦ୍ୱାଦଶ ମୋଷ୍ଟ୍ ଭାଲ୍ୟୁଏବଲ୍ ପ୍ଲେଅର୍ ର ସ୍ଥାନ ଅଧିକାର କରିଛନ୍ତି!🏆
ଅନନ୍ତ ଶୟନ ଇଲେଭେନ୍ ଷ୍ଟାର୍ସ୍ ଟିମ୍ ପାଇଁ ଖେଳି ବଦ୍ରିନାଥ ନିଜ ଅତୁଳନୀୟ ବ୍ୟାଟିଂ ପ୍ରତିଭାର ପ୍ରଦର୍ଶନ କରିଛନ୍ତି | 💪 ଛତିଆସ୍ଥିତ ଅମୋଘା ମେଗା ସ୍କାଏ ବକ୍ସ୍ କ୍ରିକେଟ୍ ଷ୍ଟାଡିଅମ୍ ରେ ୨୬୫ ଷ୍ଟ୍ରାଇକ୍ ରେଟ୍ ରେ ୨୭ ଟି ଛକା ଏବଂ ୨୮ଟି ଚୌକା ସହିତ ସେ ୩୦୫ ରନ୍ ର ବର୍ଷା କରିଥିଲେ | 🤯
ସେ ଏହି ଟୁର୍ନାମେଣ୍ଟରେ ଏକ ଅଦ୍ଭୁତ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ, ଯେଉଁଥିରେ ୫୨ ବଲରେ ୧୩୯ ରନ୍ ର ଚମତ୍କାରୀ ଇନିଂସ୍ ଏବଂ ମାତ୍ର ୩୭ ବଲରେ ଅପରାଜିତ ୯୩ ରନ୍ ର ଚିତ୍ତାକର୍ଷକ ଇନିଂସ୍ ମଧ୍ୟ ସାମିଲ୍!🔥