03-Jul-2025 ପାଞ୍ଚ ପାଠ ଖବର

👉ଆଜି ସ୍ନାତକ ନାମଲେଖା ପାଇଁ ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟଇଟି) ଫଳ ପ୍ରକାଶ ପାଇବ ପରୀକ୍ଷାର୍ଥୀମାନେ

👉ଅଫିସିଆଲ ୱେବସାଇଟ cuet.nta.nic.in ରେ ଚେକ୍ କରିପାରିବେ
👉ମେ ୧୩ରୁ ଜୁନ୍ ୪ ତାରିଖ ଯାଏ ସିୟୁଇଟି ୟୁଜି ପରୀକ୍ଷା ହୋଇଥଲା
👉ଜୁଲାଇ ୨୪ ପର୍ଯ୍ୟନ୍ତ SSC MTSରେ ଆବେଦନ ପ୍ରକ୍ରିୟା ଚାଲିବ
👉ଅଫିସିଆଲ ୱେବସାଇଟ www.ssc.gov.in ମାଧ୍ୟମରେ ଆବେଦନ କରିପାରିବେ

Leave a comment