👉ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍,
👉ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖପାରିବେ
👉ଚଳିତ ଥର 4,84,863 ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି
👉ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟରେ 2,40,251 ଜଣ ଛାତ୍ର ପାସ୍ କରିଥିବା ବେଳେ 2,44,612 ଜଣ ଛାତ୍ରୀ ପାସ୍ କରିଛନ୍ତି
👉ଚଳିତ ଥର A1 ଗ୍ରେଡ୍ରେ 1812 ଜଣ ରହିଥିବା ବେଳେ A2 ରେ 12,200, B1ରେ 38,831, B2ରେ 84971, Co 1,33,822, Dରେ 1,46,154 ଓ E ଗ୍ରେଡ୍ରେ 6,713 ଜଣ ପାସ୍କରିଛନ୍ତି