👉ଆଜି ସରିବ ମାଟ୍ରିକ ପରୀକ୍ଷା
👉ତୃତୀୟ ଭାଷା ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
👉ରାଜ୍ୟରେ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ
👉୬ ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି
👉ମାର୍ଚ୍ଚ ୧୮ ତାରିଖ ପରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (NTC/NAC), 2024ର ପ୍ରାକ୍ଟିକାଲ । ଟ୍ରେଡ ଟେଷ୍ଟ ହେବ
👉ମାର୍ଚ୍ଚ ୧୮ ତାରିଖ ପରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (NTC/NAC), 2024ର ପ୍ରାକ୍ଟିକାଲ । ଟ୍ରେଡ ଟେଷ୍ଟ ହେବ
