👉ମେ ୭ ତାରିଖ ପର୍ଯ୍ୟନ୍ତ ନେଟ୍ ଜୁନ୍ ୨୦୨୫ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଚାଲିବ
👉୮ ତାରିଖ ସୁଦ୍ଧା ଆବେଦନ ଫି ଦାଖଲ କରିବାକୁ କୁହାଯାଇଛି
👉ମେ ୯ରୁ ୧୦ ତାରିଖ ମଧ୍ୟରେ ଫର୍ମ ସଂଶୋଧନର ସୁଯୋଗ ମିଳିବ
👉ଆସନ୍ତା ଜୁନ୍ ୨୧ରୁ ଜୁନ୍ ୩୦ ମଧ୍ୟରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି
👉୮ ଜୁଲାଇ ୬ ରେ ହେବ ସାନି ପରୀକ୍ଷା : OSSC
