07-Fe-2025 ପାଞ୍ଚ ପାଠ ଖବର

👉ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା
👉ସକାଳ ୭ଟା ୩୦ରୁ ସ୍କୁଲ ଗେଟ୍ ଖୋଲାଯିବ, ସକାଳ ୮ଟା ୩୦ ଭିତରେ ପିଲା ପ୍ରବେଶ କରିବେ, ୯ଟାରୁ ପରୀକ୍ଷା ଆରମ୍ଭ ହେବ
👉ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ
👉୨୧ଟି ପୋଲିସ୍ ଥାନାରେ ୩୧୪ଟି ନୋଡାଲ ସେଣ୍ଟର ବ୍ୟବସ୍ଥା ହୋଇଛି
👉ସିସିଟିଭି ସଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର, କଣ୍ଟ୍ରୋଲ ରୁମ୍‌ରେ ଲାଇଭ ଦେଖିବା ବ୍ୟବସ୍ଥା ହୋଇଛି

Leave a comment