08-Feb-2025 ପାଞ୍ଚ ପାଠ ଖବର

👉ପ୍ରକାଶ ପାଇଲା OCS ପ୍ରିଲିମ୍ ରେଜଲ୍
👉ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ କୃତକାର୍ଯ୍ୟ
👉OPSC ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲୁ ଜାଣିପାରିବେ
👉ମେ ୪ ତାରିଖରେ ହେବ ନିଟ୍-ୟୁଜି ପରୀକ୍ଷା, NTA ପକ୍ଷରୁ ସୂଚନା ଜାରି
👉୧୩ ଟି ଭାଷାରେ ହେବ ପରୀକ୍ଷା

Leave a comment