09-Jul-2025 ପାଞ୍ଚ ପାଠ ଖବର

👉OSSSC ଘେରିଲେ ଆରଆଇ, ଅମିନ ପରୀକ୍ଷାର୍ଥୀ
👉ଅନଲାଇନ୍ ପରୀକ୍ଷା, ଗୋଟିଏ ସିଫ୍ଟ ପାଇଁ ଦାବି

👉ଗୋଟିଏ ଦିନରେ ହେବ CSIR UGC NET ପରୀକ୍ଷା

👉ପୂର୍ବରୁ ୨୬, ୨୭ ଓ ୨୮ ଜୁଲାଇ ୨୦୨୫ରେ ତିନି ଦିନ ଧରି ହେବାକୁ ଥିବା ଏହି ପରୀକ୍ଷା ଏବେ ୨୮ ଜୁଲାଇ ୨୦୨୫ରେ ଅନୁଷ୍ଠିତ ହେବ
👉ପ୍ରଥମ ସିଫ୍ଟ ସକାଳ ୯:୦୦ରୁ ଦିବା ୧୨:୦୦ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ସିଫ୍ଟ ଅପରାହ୍ନ ୩:୦୦ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଚାଲିବ

Leave a comment