12-Mar-2025 ପାଞ୍ଚ ପାଠ ଖବର

👉ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ
👉ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ
👉ଦଶମ ଶ୍ରେଣୀବୋର୍ଡ ଖାତା ମୂଲ୍ୟାୟନ କରିବେ ୧୧,୮୦୦ ଶିକ୍ଷକ
👉ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ୨୦୨୫ରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆବେଦନ ପ୍ରକ୍ରିୟା ୧୨ ମାର୍ଜରେ ବନ୍ଦ ହୋଇଯିବ
👉ଅଫିସିଆଲ ୱେବସାଇଟ pminternship.mca.gov.in କୁ ଯାଇ ଆବେଦନ କରନ୍ତୁ

Leave a comment