13-Feb-2025 ପାଞ୍ଚ ପାଠ ଖବର

👉କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରରେ ପହଞ୍ଚିଲା ମାଟ୍ରିକ ପ୍ରଶ୍ନପତ୍ର
👉ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ
👉ରାଜ୍ୟର କନିଷ୍ଠ ଶିକ୍ଷକ (ସେମାଟିକ)ଙ୍କ ଦରମା ବଢି ୧୧ ହଜାରରୁ ୧୬ ହଜାର ହେଲା
👉ରେଲୱେରେ ୩୨ ହଜାର ପଦବୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
👉ଫେବୃଆରୀ ୨୨ରେ ସମାପ୍ତ ହେବ ଆବେଦନ ପ୍ରକ୍ରିୟା

Leave a comment