👉ଜାନୁଆରୀ ୧୫ ଏବଂ ୧୬ ର UGC NET ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି
👉ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ugcnet.nta.ac.inକୁ ଯାଇ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ
👉ଜାନୁଆରୀ ୧୭ ତାରିଖ ପଠାଣି ସାମନ୍ତ ମେଧାବୃତ୍ତ ପରୀକ୍ଷା ପାଇଁ ଅନଲାଇନ ଆବେଦନର ଶେଷ ତାରିଖ
👉ପରୀକ୍ଷାର୍ଥୀ ମାନେ ଅଫିସିଆଲ ୱେବ ସାଇଟ୍ www.bseodisha.ac.in କୁ ଯାଇ ଆବେଦନ କରିପାରିବେ
👉JEE Main 2025 ସେସନ୍ ୧ ପରୀକ୍ଷା ଜାନୁଆରୀ ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ