👉ଆଜି CBSE ରେଜଲ୍, ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ
👉ଦଶମ ଓ ଦ୍ବାଦଶରେ ୪୨ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି
👉ଅଫିସିଆଲ ୱେବସାଇଟ results.cbse.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ
👉ଇନସର୍ଭିସ୍ ଶିକ୍ଷକଙ୍କ ପାଇଁ ହେବ ସତନ୍ତ୍ର OTET
👉୨୨ ତାରିଖ ଯାଏଁ ବୋର୍ଡ ୱେବ ସାଇଟ୍ ରେ ଆବେଦନ