16-May-2025 ପାଞ୍ଚ ପାଠ ଖବର

👉ମେ ମାସ ୨୬ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ
👉ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କଥା ଦେଖିଲେ ୮ ହଜାର ୩୬୨ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ
👉ଫର୍ମ ପୂରଣ କରିପାରିବା ପାଇଁ ୪୨୦ ଟଙ୍କା ଦେୟ ' ଦେବାକୁ ହେବ
👉ଯୁକ୍ତ ତିନି ଛାତ୍ରଙ୍କୁ ଇଣ୍ଟର୍ନସିପ୍ ଟ୍ରେନିଂ ଦେବ ଏନଏସଇ ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ସହ ଏମଓୟୁ ସାକ୍ଷରିତ
👉ରାଜ୍ୟର ୧୫ଟି ବିଶ୍ବବିଦ୍ୟାଳୟରେ ଏକାଥରେ କୁଳପତି ଚୟନ ହେବ

Leave a comment