19-Feb-2025 ପାଞ୍ଚ ପାଠ ଖବର

ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭ
ଦିନ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ
୨୧ରୁ ମାଟ୍ରିକ୍ ପରୀକ୍ଷା ଆଜିଠୁ କମାଣ୍ଡ ସେଣ୍ଟରେ ଡ୍ରାଏ ରନ
ଖରା ପାଇଁ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ
ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ନିଷ୍ପତ୍ତ

Leave a comment