👉OUAT ସ୍ନାତକ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ
👉୨୪ ପର୍ଯ୍ୟନ୍ତ ଅନଲାଇନ୍ ରେ ଆବେଦନ କରିପାରିବେ
👉SSC ପରୀକ୍ଷାରେ ବାଧ୍ୟତାମୂଳକ ହେବ ଆଧାର କାର୍ଡର ଯାଞ୍ଚ
👉ଅଗ୍ନିବୀର ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ
👉ସରକାରୀ ୱେବସାଇଟ୍ joinindianarmy.nic.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ
