22-Apr-2025 ପାଞ୍ଚ ପାଠ ଖବର

👉ନେଟ୍ ଜୁନ୍ ୨୦୨୫ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ
👉ଆସନ୍ତା ମେ ୭ ତାରିଖ ଯାଏ ଆବେଦନ ପ୍ରକ୍ରିୟା ଚାଲିବ
👉ମେ ୮ ତାରିଖ ସୁଦ୍ଧା ଆବେଦନ ଫି ଦାଖଲ କରିବାକୁ କୁହାଯାଇଛି
👉ମେ ୯ରୁ ୧୦ ତାରିଖ ମଧ୍ୟରେ ଫର୍ମ ସଂଶୋଧନର ସୁଯୋଗ ମିଳିବ
👉ଆସନ୍ତା ଜୁନ୍ ୨୧ରୁ ଜୁନ୍ ୩୦ ମଧ୍ୟରେ ପରୀକ୍ଷା

Leave a comment