24-Apr-2025 ପାଞ୍ଚ ପାଠ ଖବର

👉ଅଙ୍ଗନବାଡି ସୁପରଭାଇଜର ପାଇଁ ଗ୍ରାଜୁଏସନ ଯୋଗ୍ୟତା ରହିବ; କ୍ୟାବିନେଟ ବୈଠକର ନିଷ୍ପତି
👉ଆରଆଇ ଓ ଆଇସିଡିଏସ ସୁପରଭାଇଜର, ଅମିନ ପରୀକ୍ଷାର୍ଥୀଙ୍କ ପାଇଁ ଘୋଷଣା; ସମସ୍ତେ ପ୍ରିଲିମ୍ ପାସ୍ ହୋଇଥବା ନେଇ OSSSCର ସୂଚନା
👉ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ୍ ପରୀକ୍ଷା ରେଜଲ୍
👉ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ଶକ୍ତି ଦୁବେ
👉୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ

Leave a comment