27-Feb-2025 ପାଞ୍ଚ ପାଠ ଖବର

👉ମାର୍ଚ୍ଚ ୮,୯ରେ ପୋଲିସ SI ପରୀକ୍ଷା
👉ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା
👉ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟରେ ହେବ ପରୀକ୍ଷା
👉ପରୀକ୍ଷାର ପରିଚାଳନା କରିବ ଓଡ଼ିଶା ପୋଲିସ ରିକୁଟମେଣ୍ଟ ବୋର୍ଡ
👉ଇଭି କିଣିବା ପାଇଁ ହାଇସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଆଡଭାନୁ ଟଙ୍କା ମିଳିବ

Leave a comment