ପାଠ ଖବର KahuchiTBW

Top 10 ପାଠ - ଖବର KahuchiTBW(17.09.2026)

Top 10 ପାଠ - ଖବର KahuchiTBW(17.09.2026)

By Bhabani Mohanty Sep 17, 2026

ରାଜ୍ୟର ସରକାରୀ ବିଦ୍ୟାଳୟ ଓ ମଡେଲ୍ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପଠନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟାପକ ପ୍ରୟୋଗ କରାଯାଉଛି। ଏହି ପଦକ୍ଷେପ ଅଧୀନରେ ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ ଲାଇବ୍ରେରୀ ସ୍ଥାପନ କରାଯାଉଥିବାବେଳେ, ପିଲାମାନେ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ଶିକ୍ଷଣ...

Read more
Top 10 ପାଠ - ଖବର KahuchiTBW(16.09.2026)

Top 10 ପାଠ - ଖବର KahuchiTBW(16.09.2026)

By Bhabani Mohanty Sep 16, 2026

ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସମାନତା ଆଣିବା ଲକ୍ଷ୍ୟରେ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଣିକି ସାରା ଦେଶର ସମସ୍ତ ବୈଷୟିକ ତଥା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ସ୍ନାତକୋତ୍ତର...

Read more
Top 10 ପାଠ - ଖବର KahuchiTBW(15.09.2026)

Top 10 ପାଠ - ଖବର KahuchiTBW(15.09.2026)

By Bhabani Mohanty Sep 15, 2026

ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ପୋଷଣ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ପ୍ରସ୍ତାବ ଲୋଡ଼ାଯାଇଛି। ଆସନ୍ତା October 8 ଓ 9 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା...

Read more
Top 10 ପାଠ - ଖବର KahuchiTBW(14.09.2026)

Top 10 ପାଠ - ଖବର KahuchiTBW(14.09.2026)

By Bhabani Mohanty Sep 14, 2026

ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ ସାକ୍ଷରତା ଏବଂ କୃତ୍ରିମ ବୃଦ୍ଧିମତ୍ତା (AI) ଶିକ୍ଷାର ପ୍ରସାର ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱଶେଷ ତାଲିମ ମୋଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ମୌଳିକ ଜ୍ଞାନ, କୋଡିଂ,...

Read more
Top 10 ପାଠ - ଖବର KahuchiTBW(13.09.2026)

Top 10 ପାଠ - ଖବର KahuchiTBW(13.09.2026)

By Bhabani Mohanty Sep 13, 2026

ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ଏବଂ ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟରେ ଓଡ଼ିଶାର ସମସ୍ତ ସହରାଞ୍ଚଳ ତଥା ଶିକ୍ଷାନୁଷ୍ଠାନଗୁଡ଼ିକରେ ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ପର୍ଯ୍ୟନ୍ତ 'ସ୍ୱଚ୍ଛତା ହିଁ ସେବା-2026' ଅଭିଯାନ ପାଳନ କରାଯିବ। ଏହି ଅବସରରେ ବିଦ୍ୟାଳୟଗୁଡ଼ିକରେ...

Read more
Top 10 ପାଠ - ଖବର KahuchiTBW(12.09.2026)

Top 10 ପାଠ - ଖବର KahuchiTBW(12.09.2026)

By Bhabani Mohanty Sep 12, 2026

ରାଜ୍ୟରେ 17 ସେପ୍ଟେମ୍ବରରୁ 17 ଅକ୍ଟୋବର ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ପାଳନ ହେବ। ଏହି ଅବସରରେ ସମସ୍ତ ଶିକ୍ଷାନୁଷ୍ଠାନରେ 18ରୁ 24 ତାରିଖ ମଧ୍ୟରେ ‘ସ୍ୱପ୍ନର ଭାରତ’ ଶୀର୍ଷକରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ‘ବିକଶିତ...

Read more
Top 10 ପାଠ - ଖବର KahuchiTBW(11.09.2026)

Top 10 ପାଠ - ଖବର KahuchiTBW(11.09.2026)

By Bhabani Mohanty Sep 11, 2026

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡିଗ୍ରୀ କଲେଜଗୁଡ଼ିକରେ ବଳକା ଥିବା ସିଟ୍ ପୂରଣ ପାଇଁ ସାମ୍ସ (SAMS) ପୋର୍ଟାଲ ଜରିଆରେ ଯୁକ୍ତ 3 (UG) ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ 10 ସେପ୍ଟେମ୍ବର ଠାରୁ ଏହି ଅନଲାଇନ୍...

Read more
Top 10 ପାଠ - ଖବର KahuchiTBW(10.09.2026)

Top 10 ପାଠ - ଖବର KahuchiTBW(10.09.2026)

By Bhabani Mohanty Sep 10, 2026

ରାଜ୍ୟର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଓଡ଼ିଶାର ଯୁକ୍ତ 2 ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତା 2026-27 ଶିକ୍ଷାବର୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ପଢ଼ିପାରିବେ। ଏହି ନୂତନ...

Read more
Top 10 ପାଠ - ଖବର KahuchiTBW(09.09.2026)

Top 10 ପାଠ - ଖବର KahuchiTBW(09.09.2026)

By Bhabani Mohanty Sep 9, 2026

ଦେଶର ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ସୁପ୍ରିମ୍କୋର୍ଟ ଗୁରୁତ୍ବପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। RTE, NCTE ଓ UGC ନିର୍ଦ୍ଧାରିତ ଆବଶ୍ୟକ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇପାରିବ ନାହିଁ। ଏପରି ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ...

Read more
Top 10 ପାଠ - ଖବର KahuchiTBW(08.09.2026)

Top 10 ପାଠ - ଖବର KahuchiTBW(08.09.2026)

By Bhabani Mohanty Sep 8, 2026

ଓଡ଼ିଶା ସରକାର ସ୍କୁଲ ଶିକ୍ଷା ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଉଛନ୍ତି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ର ମିଶ୍ରଣ କରି ଏକକ ବୋର୍ଡ ଗଠନ ନିମନ୍ତେ...

Read more
Top 10 ପାଠ - ଖବର KahuchiTBW(06.09.2026)

Top 10 ପାଠ - ଖବର KahuchiTBW(06.09.2026)

By Bhabani Mohanty Sep 6, 2026

ବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ଏବଂ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ପୂର୍ବରୁ ଥିବା ମୋ ସ୍କୁଲ ଅଭିଯାନର ନୂତନ ନାମକରଣ କରାଯାଇ 'ପଞ୍ଚସଖା ଶିକ୍ଷା ସେତୁ' ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମର...

Read more
Top 10 ପାଠ - ଖବର KahuchiTBW(05.09.2026)

Top 10 ପାଠ - ଖବର KahuchiTBW(05.09.2026)

By Bhabani Mohanty Sep 5, 2026

ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଛି। ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱରଙ୍କ ସମତୁଲ ମର୍ଯ୍ୟାଦା ଦିଆଯାଇଛି। ସେମାନଙ୍କର ନିସ୍ୱାର୍ଥପର ଉପଦେଶ, ନିଷ୍ଠା ଓ ଉଚିତ୍ ମାର୍ଗଦର୍ଶନ ବିନା ଉତ୍ତମ...

Read more