ପାଞ୍ଚ ପାଠ ଖବର KahuchiTBW

03-Mar-2025 ପାଞ୍ଚ ପାଠ ଖବର

03-Mar-2025 ପାଞ୍ଚ ପାଠ ଖବର

By Niharika Prusty Mar 3, 2025

👉ମାର୍ଚ୍ଚ ୧୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା👉୨୧ ତାରିଖ ଯାଏ ପରୀକ୍ଷା ହେବ👉ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ମୌଖୁକ ପରୀକ୍ଷା ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ👉ଖରାକୁ ଦୃଷ୍ଟିରେ ରଖ ସକାଳୁଆ ପରୀକ୍ଷା ହେବ👉ପ୍ରଥମ ସିଫ୍ଟଟି ସକାଳ ୭ଟାରୁ ୯ଟା...

Read more
01-Mar-2025 ପାଞ୍ଚ ପାଠ ଖବର

01-Mar-2025 ପାଞ୍ଚ ପାଠ ଖବର

By Niharika Prusty Mar 1, 2025

👉ଏପ୍ରିଲ ୧ରୁ ମଧ୍ୟାହ୍ନଭୋଜନ ପାଚିକା-ତଥା- ସହାୟିକାମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି👉ଏହି ମାସିକ ପାରିଶ୍ରମିକ ୨ହଜାରରୁ ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରାଯାଇଛି👉ମାର୍ଚ୍ଚ ମାସରେ ହେବ OSSCର ୫ଟି ନିଯୁକ୍ତି ପରୀକ୍ଷା👉ମାର୍ଚ ୧ ତାରିଖ ରେଳବାଇ ଗ୍ରୁପ୍ ଡି ୨୦୨୫ ଆବେଦନ କରିବାର...

Read more
28-Feb-2025  ପାଞ୍ଚ ପାଠ ଖବର

28-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 28, 2025

👉ଆଜିଠୁ ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟରେ ଆରମ୍ଭ ହେବ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ👉‘ମହିଳାଙ୍କ ସ୍ଥିରତା ଓ ସଶକ୍ତିକରଣର ଯାତ୍ରା: ଆଧାୟିକ ଶକ୍ତିର କାହାଣୀ ଓ ରଣନୀତି’କୁ ନେଇ ଆଲୋଚନା ହେବ👉ଆସନ୍ତା ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା👉ଏପ୍ରିଲ ୧ ଯାଏ ଏହି...

Read more
27-Feb-2025 ପାଞ୍ଚ ପାଠ ଖବର

27-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 27, 2025

👉ମାର୍ଚ୍ଚ ୮,୯ରେ ପୋଲିସ SI ପରୀକ୍ଷା👉ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା👉ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟରେ ହେବ ପରୀକ୍ଷା👉ପରୀକ୍ଷାର ପରିଚାଳନା କରିବ ଓଡ଼ିଶା ପୋଲିସ ରିକୁଟମେଣ୍ଟ ବୋର୍ଡ👉ଇଭି କିଣିବା ପାଇଁ ହାଇସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଆଡଭାନୁ ଟଙ୍କା ମିଳିବ

Read more
26-Feb-2025 ପାଞ୍ଚ ପାଠ ଖବର

26-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 26, 2025

👉୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ CBSE ଦଶମ ପରୀକ୍ଷା👉ଫେବୃଆରୀରେ ପ୍ରଥମ, ମେ ମାସରେ ଦ୍ବିତୀୟ ବୋର୍ଡ ପରୀକ୍ଷା👉ଅଧୁକ ମାର୍କ ଥିବା ପରୀକ୍ଷାର ମିଳିବ ପ୍ରମାଣପତ୍ର👉ପ୍ରଥମ ବୋର୍ଡରେ ଫେଲ, ଦ୍ଵିତୀୟରେ ପାସ୍ କଲେ ବି ଉତ୍ତୀର୍ଣ୍ଣ ହେବେ ପରୀକ୍ଷାର୍ଥୀ👉ମାର୍ଚ୍ଚ ୮,୯ରେ ପୋଲିସ ଏସଆଇ ପରୀକ୍ଷା...

Read more
25-Feb-2025 ପାଞ୍ଚ ପାଠ ଖବର

25-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 25, 2025

👉ଆସନ୍ତା ମେ’ ୪ ତାରିଖରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା👉ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ👉ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ👉ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଜ ୭ ରହିଛି  👉ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ neet.nta.nic.in କୁ...

Read more
24-Feb-2025 ପାଞ୍ଚ ପାଠ ଖବର

24-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 24, 2025

ପ୍ରକାଶ ପାଇଲା ଜେଇଇ ମେନ୍ ପେପର ୨ ଫଳ, ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା  ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାର ହେବ ପରିବର୍ତ୍ତନଇଣ୍ଟିଗ୍ରେଡେଟ୍ ବିଏଡ୍‌ରେ ସାମିଲ ହେବ ୪ ସତନ୍ତ୍ର କୋର୍ସ୨୦୨୬ରୁ ପାର୍ଟ ଟାଇମ୍ ବିଏଚ୍. ଏସ୍ଏଡ୍ପ୍ରାକ୍ଟିକାଲକୁ ଗୁରୁତ୍ବ ସହ...

Read more
22-Feb-2025 ପାଞ୍ଚ ପାଠ ଖବର

22-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 22, 2025

👉ମାତୃଭାଷାରେ ପାଠପଢ଼ା ପାଇଁ ସତନ୍ତ୍ର ଶ୍ରେଣୀ, ଶିକ୍ଷକ👉ନିଯୁକ୍ତ ହେବେ ୪୯୬ ଓଡ଼ିଆ ଭାଷା ଶିକ୍ଷକ👉ମୌଳିକ ସାକ୍ଷରତା ଓ ଏଫଏଲ୍‌ଏନ୍‌କୁ ଗୁରୁତ୍ବ ଦିଆଯାଉଛି👉ପ୍ରତିଦିନ ଏଫଏଲ୍‌ଏନ୍ କ୍ଳାସ ମଧ୍ୟ ହେଉଛି👉ରାଜ୍ୟର ସମସ୍ତ ସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବ

Read more
21-Feb-2025 ପାଞ୍ଚ ପାଠ ଖବର

21-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 21, 2025

👉ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା👉ଆଜି ଓଡିଆ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ👉କପି ରୋକିବାକୁ ୪ ସ୍ତରୀୟ ସ୍କାଡ୍ ବ୍ୟବସ୍ଥା କରାଯାଇଛି👉ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି👉ଏଥର ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ରହିଛନ୍ତି...

Read more
20-Feb-2025 ପାଞ୍ଚ ପାଠ ଖବର

20-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 20, 2025

👉ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା👉ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା👉ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା👉ଗଣିତ ପରୀକ୍ଷା ପାଇଁ ଅଧୁକ ୧୫ ମିନିଟ ଦିଆଯିବ👉୨୧ରେ ମାତୃଭାଷା, ୨୪ରେ ଇଂରାଜୀ, ୨୫ରେ ତୃତୀୟ ଭାଷା...

Read more
For Hindi & Sanskrit Teachers : TBW Guides for LTR Main Witten Exam

For Hindi & Sanskrit Teachers : TBW Guides for LTR Main Witten Exam

By TBW Odisha Feb 19, 2025

TBW Guides for LTR Main Witten Exam : Hindi Teacher & Sanskrit TeacherOdisha Leave Training Reserve Main Exam. 2025Exam Conducted by : OSSC : The Odisha Staff Selection Commission Click the...

Read more
19-Feb-2025 ପାଞ୍ଚ ପାଠ ଖବର

19-Feb-2025 ପାଞ୍ଚ ପାଠ ଖବର

By Niharika Prusty Feb 19, 2025

ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭଦିନ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ୨୧ରୁ ମାଟ୍ରିକ୍ ପରୀକ୍ଷା ଆଜିଠୁ କମାଣ୍ଡ ସେଣ୍ଟରେ ଡ୍ରାଏ ରନଖରା ପାଇଁ ସତର୍କ କଲା ଉଚ୍ଚଶିକ୍ଷା ବିଭାଗସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ...

Read more