tbwodisha.com

ବିଶେଷ ଦ୍ରଷ୍ଟବ୍ୟ

TBW ପୁସ୍ତକରେ ଦିଆଯାଇଥିବା କେତେକ ବିଷୟବସ୍ତୁ ଯଥା ବିଗତ ବର୍ଷଗୁଡିକର ପ୍ରଶ୍ନପତ୍ର, ଅପଠିତ ଅନୁଚ୍ଛେଦ, ପତ୍ରଲିଖନ ଇତ୍ୟାଦିରେ ଥିବା ଚିନ୍ତାଧାରା କିମ୍ବା ମନ୍ତବ୍ୟ ସହିତ ଆମ ପ୍ରକାଶନ ସଂସ୍ଥା ଏକମତ ହୋଇନପାରେ | ପାଠକମାନେ ଏବିଷୟ ପ୍ରତି ନିଜ ବିବେକ ପ୍ରୟୋଗ କରିବାକୁ ଅନୁରୋଧ | ଏପରି କୌଣସି ବିଷୟ ସାମ୍ନାକୁ ଆସିଲେ ଦିଆଯାଇଥିବା emailରେ ଜଣାଇବାକୁ ଅନୁରୋଧ |

ସେସବୁ ଚିନ୍ତାଧାରା କିମ୍ବା ମନ୍ତବ୍ୟ କିମ୍ବା ତ୍ରୁଟି ଗୁଡିକୁ ସମୟ ସମୟରେ ନଜର ଆସିଲେ ପରିମାର୍ଜିତ କରିବା ପାଇଁ TBW ସଂସ୍ଥା ପ୍ରତିଶୁତି ବଦ୍ଧ |

Leave a comment

Please note, comments must be approved before they are published