ମାଟ୍ରିକ ପରୀକ୍ଷା ପାଇଁ 2_in_1 TBW HSC PROBABLES 2025

ବିକ୍ରୟ ଶୁଭାରମ୍ଭ : 3 ଜୁଲାଇ 2024 (ବୁଧବାର)
ମାଟ୍ରିକ ପରୀକ୍ଷା ପାଇଁ TBW ଆଣିଅଛି 
2-in-1 
HSC PROBABLES 2025
ମାନେ - Objective ଓ Subjective ଏକାଠି ଓ କମ ମୂଲ୍ୟରେ ! 

Click the Poster 👇🏻


କଣ କଣ ଅଛି ଏହି 2-in-1 TBW HSC ବହିରେ :
👉 Objective MCQ  ଓ Subjective ଏକାଠି
👉 ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର 
👉 ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଓ କଠିନ ପ୍ରଶ୍ନଗୁଡିକର Hint ଦିଆଯାଇଛି ! ମାନେ ପ୍ରଶ୍ନଟିର ଉତ୍ତରକୁ କେବଳ ଘୋଷି ମନେରଖିବା ନାହିଁ, ବରଂ ତାହା କିପରି ହେଲା ତାହା ଜାଣିବା ! 
👉 ଏହା ସହିତ TBW HSC ବହିରେ ଦିଆଯାଇଛି Chapter-wise ଅତି ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ !
👉 ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ ବିଗତ ବର୍ଷର ବୋର୍ଡ ପ୍ରଶ୍ନଗୁଡିକୁ ସୂଚିତ କରାଯାଇଛି; ଯାହାଦ୍ୱାରା ଛାତ୍ରଛାତ୍ରୀ Chapter-wise ପଢିଲାବେଳେ ଅତି ସହଜ ହେବ, ନୁହେଁ କି ?

ଏତିକି ନୁହେଁ ! TBW HSC ବହିରେ ଦିଆଯାଇଛି  - 
👉 ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର,
👉 ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 10 ସେଟ ନମୁନା ପ୍ରଶ୍ନ ଓ ଉତ୍ତର !
👉 ସହଜରେ ଓ କମ ସମୟରେ Revision କରିବା ପାଇଁ ପ୍ରତି ବିଷୟରେ ରହିଛି Memory Express. 
👉 ଜାଣି ରଖନ୍ତୁ ! ବୋର୍ଡ ପରୀକ୍ଷାରେ ଅନେକ ଥର ପ୍ରଶ୍ନ ଗୁଡିକ Memory Express ରୁ ପଚରାଯାଇଛି !
👉 ବିଗତ ବର୍ଷ ପରି 2024 ମାଟ୍ରିକ ପରୀକ୍ଷାରେ ମଧ୍ୟ TBW HSC ବହି ନିଜର ସଫଳତା ବଜାୟ ରଖିଛି ! 2024 ମାଟ୍ରିକ ପରୀକ୍ଷାରେ 99.5% ପ୍ରଶ୍ନ TBWରୁ ପଚରାଯାଇଥିଲା ! ଏସବୁ ଆମେ Casually କହୁନୁ - ଏହାର ପ୍ରମାଣ TBW Success Chart ରେ ଦିଆଯାଇଛି ! 
👉 Success Chart ର ଅର୍ଥ ହେଲା - ବୋର୍ଡ ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ TBW HSC ବହିର କେଉଁ ପୃଷ୍ଠାରେ ଥିଲା, ତାହାର ଏକ ଚାର୍ଟ | ଏହି ଚାର୍ଟ ମଧ୍ୟ ପ୍ରତି ବିଷୟ ପାଇଁ ଦିଆଯାଇଛି | 
👉 ଏହି ସଫଳତା ଚାର୍ଟ ପାଇଁ TBW ସବୁବେଳେ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ପସନ୍ଦ !

👉 ଧ୍ୟାନ ଦିଅନ୍ତୁ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ TBW HSC Probables 2025, Objective MCQ  ଓ Subjective ପାଇଁ ଅଲଗା ଅଲଗା ମଧ୍ୟ ଉପଲବ୍ଧ |

Click 👇🏻 to follow us on WhatsApp

 

ALSO AVAILABLE:

👉 ଧ୍ୟାନ ଦିଅନ୍ତୁ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ TBW HSC Probables 2025, Objective MCQ  ଓ Subjective ପାଇଁ ଅଲଗା ଅଲଗା ମଧ୍ୟ ଉପଲବ୍ଧ |

TBW HSC Probables 2025 Objective MCQ: Click the Poster 👇🏻

TBW HSC Probables 2025 Subjective: Click the Poster 👇🏻

Comments (2)

Rasmi Sahoo
Rasmi Sahoo

Leave a comment

Please note, comments need to be approved before they are published.