Vendor: TBW Books

Inner Engineering Odia

In stock
Regular price Rs. 160.00 Sale price Rs. 160.00 Regular price Rs. 240.00
Sale Rs. 80.00 (33.33%)
🚚 Free Shipping for Order value ₹150/- and above. 👉🏻 ₹150/- ରୁ ଅଧିକ ମୂଲ୍ୟର ଅର୍ଡର ପାଇଁ କୌଣସି ପୋଷ୍ଟାଲ ମୂଲ୍ୟ ଲାଗିବ ନାହିଁ | 👉🏻 ₹150/- ରୁ କମ ମୂଲ୍ୟର ଅର୍ଡର ପାଇଁ ପୋଷ୍ଟାଲ ମୂଲ୍ୟ ₹25 ଦେବାକୁ ହେବ | Shipping Charges ₹25 applicable on order below ₹150
📦 Get a Special 🤩 Extra Discount of 12% on one order of value above ₹2000/- 👉🏻ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗୋଟିଏ ଅର୍ଡର ଉପରେ 12% ର ଅତିରିକ୍ତ (ସ୍ପେଶାଲ) ରିହାତି ପାଆନ୍ତୁ !
Description
Inner Engineering Odia by Sadhguru
Translated by: Sarada Prasanna Das  Published by: TBW Books

ଇନର୍‌ ଇଞ୍ଜିନିୟରିଙ୍ଗ୍‌ - ଆନନ୍ଦମୟ ଜୀବନର ସୂତ୍ର - ସଦ୍‌ଗୁରୁ 

Click 👉🏻 Download Free Teaser Book

ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର, ଇନର୍ ଇଞ୍ଜିନିୟରିଙ୍ଗ୍ - ଆନନ୍ଦମୟ ଜୀବନର ସୂତ୍ର, ଏବେ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ।

ଇନର୍ ଇଞ୍ଜିନିୟରିଙ୍ଗ୍: ଆନନ୍ଦମୟ ଜୀବନର ସୂତ୍ର, ଆତ୍ମ-ସଶକ୍ତିକରଣ ନିମନ୍ତେ ଏପରି ମାର୍ଗଦର୍ଶିକାଟିଏ ଯାହାକି ପାରମ୍ପରିକ ଯୋଗଶାସ୍ତ୍ରର ଶିକ୍ଷା ଓ ସିଦ୍ଧାନ୍ତ ଉପରେ ଆଧାରିତ ଏବଂ ଏହା ପାଠକଙ୍କୁ ଅନ୍ତର ସ୍ଥିରତା ଓ ଶାନ୍ତି ପ୍ରାପ୍ତି ପାଇଁ ଏକ ସ୍ଥାୟୀ ଆଧାର ପ୍ରସ୍ତୁତ କରିବାରେ ସହାୟତା କରିଥାଏ ।

ପ୍ରଥମ ଥର ପାଇଁ, ସଦ୍‌ଗୁରୁ ପାଠକମାନଙ୍କ ଲାଗି ପାରମ୍ପରିକ ଯୋଗ ବିଜ୍ଞାନ ସହାୟତାରେ ପୂର୍ଣ୍ଣ ସୁଖସମୃଦ୍ଧିର ପଥ, ଏକ ବ୍ୟବହାରିକ ସହଜସାଧ୍ୟ ପୁସ୍ତକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି ।

ଆପଣ ଯେମିତି ଇଚ୍ଛା କରନ୍ତି, ଠିକ ସେହିଭଳି ଅନ୍ତରସ୍ଥ ସ୍ଥିତି ସୃଷ୍ଟି କରିବା ପାଇଁ ଏହା ଏକ ସାଧନ, ଯାହା ଆପଣଙ୍କୁ ନିଜ ଆନନ୍ଦ ପ୍ରାପ୍ତିର ବିନ୍ଧାଣି କରି ଗଢିତୋଳେ ।

ଏହି ରୂପାନ୍ତରଣକାରୀ ପୁସ୍ତକରେ, ପ୍ରକୃତିକୁ ଭଲ ପାଉଥିବା ଏକ ଛୋଟ ବାଳକ ଠାରୁ ମୋଟର ସାଇକେଲରେ ସମଗ୍ର ଭାରତୀୟ ଉପମହାଦ୍ୱୀପ ବୁଲିଆସିଥିବା ଜଣେ ଅତି ସାହାସୀ ଯୁବକ ଯାଏଁ, ତାଙ୍କ ଆତ୍ମଜାଗୃତିର ଜୀବନ ଯାତ୍ରା ସମ୍ବନ୍ଧରେ ସଦ୍‌ଗୁରୁ ଏଠାରେ ବର୍ଣ୍ଣନା କରିଛନ୍ତି ।

ଏକ ଦକ୍ଷିଣ ଭାରତର ପର୍ବତ ଶିଖରରେ ତାଙ୍କର ଆତ୍ମଜ୍ଞାନ ପ୍ରାପ୍ତିର ସେହିମୁହୂର୍ତ୍ତ ଯାହା ପରେ ତାଙ୍କର ଆମୂଳ ପରିବର୍ତ୍ତନ ହୋଇଯାଇଥିଲା ତା ବିଷୟରେ ସେ ଏଥିରେ ଉଲ୍ଲେଖ କରିଛନ୍ତି । ଆଜି, ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଭାବେ, ସଦ୍‌ଗୁରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ପଥକୁ ଆଲୋକିତ କରୁଛନ୍ତି ।

ଏହି ବୋଧଗମ୍ୟ, ଗଭୀର ଜ୍ଞାନ ବର୍ଦ୍ଧକ ଏବଂ ପାଠକଙ୍କୁ ବାନ୍ଧି ରଖିପାରୁଥିବା ଆକର୍ଷଣୀୟ ପୁସ୍ତକଟିର ଅମିଶ୍ରିତ ବିଶୁଦ୍ଧ ପ୍ରଜ୍ଞା ପାଠକମାନଙ୍କୁ ଆନନ୍ଦମୟ ଜୀବନ ପ୍ରାପ୍ତିର ଏକ ସୁବର୍ଣ୍ଣ ସୁଯୋଗ ଉପଲବ୍ଧ କରାଇଥାଏ ।

ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ବହି ବିକ୍ରି ହୋଇସାରିଛି ।
ଆମ ପାଇଁ ଇନର୍ ଇଞ୍ଜିନିୟରିଙ୍ଗ୍ ପୁସ୍ତକଟି କ'ଣ ପାଇଁ ଆବଶ୍ୟକ? ଭିଡ଼ିଓଟିକୁ ଦେଖନ୍ତୁ 

Click 👉🏻 Download Free Teaser Book
  

Odia Translation of Inner Engineering: A Yogi’s Guide to Joy 

For the first time, Sadhguru presents readers with a path to achieving absolute well-being through the classical science of yoga in a practical, accessible book. In this transformative book, Sadhguru tells the story of his own awakening, from a boy with an affinity for the natural world to a young daredevil who crossed the Indian continent on his motorcycle. The wisdom offered in this book gives readers the opportunity to achieve nothing less than a life of joy.

Most Trusted Brand of Odisha

Since 1993

32 years of Excellence

prepared by the experts / seasoned authors

Most Probable Q&A

Most of the questions are asked in the Exams from this book.

Everyone’s Favourite

recommended by all the esteemed teachers.

Frequently bought together

Please read before ordering:

ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days  ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |

Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.