Vendor: tbwodisha

General DPEP Class-4 Jumbo COMBOOK 2027

In stock
Regular price Rs. 742.00 Sale price Rs. 742.00 Regular price Rs. 928.00
Sale Rs. 186.00 (20.04%)
🚚 Free Shipping for Order value ₹150/- and above. 👉🏻 ₹150/- ରୁ ଅଧିକ ମୂଲ୍ୟର ଅର୍ଡର ପାଇଁ କୌଣସି ପୋଷ୍ଟାଲ ମୂଲ୍ୟ ଲାଗିବ ନାହିଁ | 👉🏻 ₹150/- ରୁ କମ ମୂଲ୍ୟର ଅର୍ଡର ପାଇଁ ପୋଷ୍ଟାଲ ମୂଲ୍ୟ ₹25 ଦେବାକୁ ହେବ | Shipping Charges ₹25 applicable on order below ₹150
📦 Get a Special 🤩 Extra Discount of 12% on one order of value above ₹2000/- 👉🏻ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗୋଟିଏ ଅର୍ଡର ଉପରେ 12% ର ଅତିରିକ୍ତ (ସ୍ପେଶାଲ) ରିହାତି ପାଆନ୍ତୁ !
Description
  • ଚତୁର୍ଥ ଶ୍ରେଣୀ ଡିପିଇପି ଛାତ୍ରଛାତ୍ରୀମାନଙ୍କ ପାଇଁ
  • ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ
  • ସମସ୍ତ ବିଷୟର ସମନ୍ୱିତ ଗାଇଡ଼ ବୁକ - COMBOOK 2027
  • ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ଏବଂ ଓଡ଼ିଶା ବୋର୍ଡର ନୂଆ ବହି ଆଧାରରେ ପ୍ରସ୍ତୁତ 
  • ଭାଷା ମହକ ➕ Pallavi (English) ➕ ଗଣିତ ମେଳା ➕ ଆମ ବିଚିତ୍ର ବିଶ୍ଵ
  • ✅ ସମ୍ପୂର୍ଣ୍ଣ ଅପଡେଟେଡ୍: ଓଡ଼ିଶା ବୋର୍ଡର ନୂତନ ସିଲାବସ୍ ଅନୁଯାୟୀ ପ୍ରସ୍ତୁତ
  • ଜଟିଳ ବିଷୟଗୁଡ଼ିକୁ ସରଳ ଭାଷାରେ ବୁଝାଇବା ପାଇଁ ଏହା ବିଶେଷ ଭାବରେ ଡିଜାଇନ୍ କରାଯାଇଛି।
  • ବିଷୟ ଅନୁଯାୟୀ ପ୍ରତ୍ୟେକ ଅଧ୍ୟାୟ/ପାଠର ଅନୁଶୀଳନୀଗୁଡ଼ିକର ଉତ୍ତର
  • ବିଷୟ ଅନୁଯାୟୀ ପ୍ରତ୍ୟେକ ଅଧ୍ୟାୟ/ପାଠର ପରୀକ୍ଷା ଢାଞ୍ଚାରେ ସମ୍ଭାବିତ ପ୍ରଶ୍ନୋତ୍ତର
  • 7 ସେଟ ଲେଖାଏଁ ମଡେଲ / ନମୁନା ପ୍ରଶ୍ନପତ୍ର ଓ ଉତ୍ତର (ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ)

🎉📚 ପ୍ରସ୍ତୁତ କି, ଓଡ଼ିଶା! ଅପେକ୍ଷାର ଅନ୍ତ! 🤩

✨ ନୂଆ ବର୍ଷ ନୂଆ ବହି! 🐘 COMBOOK 2027 ସହିତ ପାଠପଢ଼ା ହେବ ଆହୁରି ମଜାଦାର! 💯

ନୂଆ ଶିକ୍ଷା ବର୍ଷକୁ ଅନେକ ଅନେକ ସ୍ୱାଗତ! 🎉 ପାଠପଢ଼ାକୁ ସହଜ ଏବଂ ମଜାଦାର କରିବା ପାଇଁ ଆସିଯାଇଛି ସମ୍ପୂର୍ଣ୍ଣ ନୂଆ COMBOOK 2027 ଏବଂ ଜମ୍ବୋ ଗାଇଡ୍ ବୁକ୍ସ!

ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀଙ୍କ (Class 1 ରୁ 9) ପାଇଁ ଖାସ୍ ପ୍ରସ୍ତୁତ। ପାଠପଢ଼ା ଏବେ ହେବ ଟେନସନ୍-ଫ୍ରି, କାରଣ ଜମ୍ବୋ ସାଥିରେ ଥିଲେ ସବୁକିଛି ମସ୍ତ ଓ ଜବରଦସ୍ତ! 🥇

ନୂଆ ବହିରେ କ'ଣ ଅଛି: 📖 ସହଜ ଭାଷାରେ ପାଠର ସାରାଂଶ! ✅ ଅଭ୍ୟାସର ସମ୍ପୂର୍ଣ୍ଣ ଏବଂ ସଠିକ୍ ଉତ୍ତର! 🧠 ଅତିରିକ୍ତ ପରୀକ୍ଷା ଉପଯୋଗୀ ପ୍ରଶ୍ନୋତ୍ତର! 📄 ସମାଧାନ ସହିତ ୟୁନିଟ୍ ଟେଷ୍ଟ୍ ଏବଂ ମଡେଲ୍ ପେପର୍! 🎯 ଓଡ଼ିଶା ବୋର୍ଡ ଏବଂ NEP ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରସ୍ତୁତ!

ଏହି ବର୍ଷକୁ କରନ୍ତୁ ନିଜର ଶ୍ରେଷ୍ଠ ବର୍ଷ। ଆଜି ହିଁ ନିଜର ଜମ୍ବୋ ଗାଇଡ୍ ସଂଗ୍ରହ କରନ୍ତୁ! 🐘📚

🔗 ଅର୍ଡର ପାଇଁ: https://tbwodisha.com 📍 ପ୍ରକାଶକ: TBW Books

#JumboGuideBooks #OdishaBoard #NEP2020 #TBW #NuaBarshaNuaBahi

Most Trusted Brand of Odisha

Since 1993

32 years of Excellence

prepared by the experts / seasoned authors

Most Probable Q&A

Most of the questions are asked in the Exams from this book.

Everyone’s Favourite

recommended by all the esteemed teachers.

Frequently bought together

Please read before ordering:

ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days  ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |

Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.