TBW CHT TGT-CBZ Sc Guide 2023 Full book
OSSC Regular Teachers for Govt. Secondary Schools
(Regular High School Teachers)
Main Exam 2023
ଅତିଶୀଘ୍ର ପ୍ରକାଶ ପାଉଛି ...
TBW RHT Main Exam Guide 2023
👉🏻 ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ହେବ ଦକ୍ଷତା ପରୀକ୍ଷା.
👉🏻 ପ୍ରଥମ ପର୍ଯ୍ୟାୟ ପାଇଁ 100 ମାର୍କର ପ୍ରିଲିମ ପରୀକ୍ଷା ହେବ.
👉🏻 ଦ୍ଵିତୀୟ ପର୍ଯ୍ୟାୟ ପାଇଁ (ପ୍ରିଲିମ ପରୀକ୍ଷାରେ Qualify କଲେ) 150 ମାର୍କର Main ପରୀକ୍ଷା ଦେବାକୁ ହେବ.
ସେହି ଆଧାରରେ ପ୍ରସ୍ତୁତ ହୋଇଛି :
TBW RHT Main Exam Guide 2023
Regular Teachers for Govt. Secondary Schools
(Regular High School Teachers)
STREAMS:
📌 TGT- Arts
📌 TGT-PCM
📌 TGT-CBZ
📌 TGT-Hindi
📌 TGT-Sanskrit
ପୁସ୍ତକର ବିଶେଷତ୍ୱ :
📌 ପ୍ରତ୍ୟେକ ବିଷୟର Summary
📌 ପ୍ରତ୍ୟେକ ବିଷୟ ପାଇଁ ଅନେକ ସମ୍ଭାବିତ MCQ ପ୍ରଶ୍ନୋତ୍ତର (hint ସହିତ)
📌 10 ସେଟ ମଡେଲ ନମୁନା ପ୍ରଶ୍ନୋତ୍ତର
📌 ବିଗତ ବର୍ଷଗୁଡ଼ିକର ଉପରୋକ୍ତ ବିଷୟ ଗୁଡ଼ିକର CHT ପରୀକ୍ଷା ପ୍ରଶ୍ନୋତ୍ତର
Frequently bought together
TBW CHT TGT-CBZ Sc Guide 2023 Full book
Please read before ordering:
ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.