tbwodisha.com

Jumbo Quiz Contest 2022

ଜମ୍ବୋ ପ୍ରଶ୍ନୋତ୍ତର ପ୍ରତିଯୋଗିତା (Jumbo Quiz Contest) ସମ୍ପର୍କରେ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ Click 👉🏻 Here

    INSTRUCTIONS :

    ଭାଗନେବା ପାଇଁ ତଳେ ଦିଆଯାଇଥିବା Steps Follow କରନ୍ତୁ |

    1. Download 'Widyakar Mobile App' 👉🏻 INSTALL 👈
    2. 'Widyakar Mobile App' install କଲାପରେ 'Profile' ମେନୁ କୁ ଯାଆନ୍ତୁ | ସେଠାରେ ନିଜର ଫୋଟୋ (ମୁହଁ ସ୍ପଷ୍ଟ ଓ ସିଧା ଦେଖାଯାଉଥିବା ଆବଶ୍ୟକ) upload କରନ୍ତୁ |
    3. 'Profile' ମେନୁର 'INFO' section ରେ 'Edit' button click କରି ନିଜର ସୂଚନା ଯଥା - ସ୍କୁଲର ନାମ, ସ୍କୁଲ ଠିକଣା, ଶ୍ରେଣୀ ଇତ୍ୟାଦି ପୂରଣ କରନ୍ତୁ ଓ Save କରନ୍ତୁ |
    4. 'Widyakar Mobile App' install କଲାପରେ ଓ 'Profile' ମେନୁ update କଲାପରେ, 

    ଏଥର Jumbo Quiz Contest ରେ ଭାଗନେବାପାଇଁ ନିଜ ଶ୍ରେଣୀପାଇଁ Batchରେ ଯୋଗ ଦେବାକୁ ପଡିବ | ଏଥିପାଇଁ Appର 'Batches' ମେନୁକୁ ଯାଆନ୍ତୁ | ସେଠାରେ '+' ଚିହ୍ନ ଦେଖାଉଥିବ, Click କରନ୍ତୁ | କେବଳ ନିଜ ଶ୍ରେଣୀର Batch Code ଟାଇପ କରନ୍ତୁ |
    Batch Code ଗୁଡ଼ିକ ହେଲା :
    🔶 ତୃତୀୟ ଶ୍ରେଣୀ ପାଇଁ 👉🏻 jumbo3tbw
    🔶 ଚତୁର୍ଥ ଶ୍ରେଣୀ ପାଇଁ 👉🏻 jumbo4tbw
    🔶 ପଞ୍ଚମ ଶ୍ରେଣୀ ପାଇଁ 👉🏻 jumbo5tbw
    🔶 ଷଷ୍ଠ ଶ୍ରେଣୀ ପାଇଁ 👉🏻 jumbo6tbw
    🔶 ସପ୍ତମ ଶ୍ରେଣୀ ପାଇଁ 👉🏻 jumbo7tbw
    🔶 ଅଷ୍ଟମ ଶ୍ରେଣୀ ପାଇଁ 👉🏻 jumbo8tbw
    🔶 ନବମ ଶ୍ରେଣୀ ପାଇଁ 👉🏻 jumbo9tbw
    🔶 ଦଶମ ଶ୍ରେଣୀ ପାଇଁ 👉🏻 jumbo10tbw

    କିପରି ବ୍ୟବହାର କରିବା ଏହି Batch Codes ?
    ଦେଖନ୍ତୁ ଏହି PDF ଫାଇଲ Click 👉🏻 Here

    • 'Widyakar Mobile App' ରେ 'Batches' Menu କୁ ଯାଆନ୍ତୁ | ସେଠାରେ ଉପରେ 'Tests' option କୁ click କରନ୍ତୁ |
    • ଅଭ୍ୟାସ ପାଇଁ 'Demo Test' ଦିଆଯାଇଛି | ଏହି 'Demo Test' appear କରନ୍ତୁ |
    • ଆଗକୁ ଆସୁଥିବା Jumbo Quiz Test ଏହି 'Batches' Menu ର 'Tests' option ରେ ଦେଖାଇବ |
    • Latest ସୂଚନା 'Batches Menu' ଉପରେ 'Announcement' sectionରେ ଦେଖିପାରିବେ |
    • 'Widyakar Mobile App' ରେ 'Chat' option କୁ ଯାଆନ୍ତୁ ଓ ନିଜର Doubt ପଚାରନ୍ତୁ |


    Jumbo Quiz Contest 2022 ବିଷୟରେ କେତେକ ଜାଣିବା କଥା -
    • Jumbo Quiz Contest କ'ଣ ? ଦେଖନ୍ତୁ 👉🏻 Video

    ସାହିତ୍ୟ, English, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଇତ୍ୟାଦି ବିଷୟରେ ସ୍କୁଲ ଶ୍ରେଣୀରେ ପଢ଼ାଯାଉଥିବା ବା ଏପର୍ଯ୍ୟନ୍ତ ପଢ଼ାଯାଇଥିବା ଅଧ୍ୟାୟ ଓ ପାଠ ଗୁଡ଼ିକରୁ MCQ ପ୍ରଶ୍ନ ପଚରାଯିବ | ପ୍ରଶ୍ନ ସଂଖ୍ୟା -50 ସମୟ-25 ମିନିଟ

    ପ୍ରତିଯୋଗିତା (Test) ପୁରାଦିନ active ରହିବ, ଦିନର ଯେକୌଣସି ସମୟରେ Test appear କରିହେବ | କିନ୍ତୁ ଥରେ appear କରିବା ଆରମ୍ଭ କଲାମାତ୍ରେ 25ମିନିଟରେ ହିଁ Submit କରିବାକୁ ହେବ | ନିୟମିତ ବ୍ୟବଧାନରେ ଏହି Contest ଚାଲିବ | ଏହି ଶିକ୍ଷାବର୍ଷରେ ମୋଟ ପ୍ରାୟ 30ଟି ଟେଷ୍ଟ ହେବାର ଯୋଜନା ରହିଛି |

    • କେଉଁଠାରେ ଏହି Contest ହେବ ?

    'Widyakar Mobile App' ରେ ଏହି Contest ହେବ | ଏହି ଆପ୍ପ install କରି ଛାତ୍ରଛାତ୍ରୀ ଏଥିରେ ଭାଗ ନିଅନ୍ତି | ପ୍ରତ୍ୟେକ ଶ୍ରେଣୀ ପାଇଁ ଅଲଗା ଅଲଗା Batch ରହିଛି | ଉପରେ ଦିଆଯାଇଥିବା INSTRUCTIONS ଗୁଡିକୁ ଦେଖନ୍ତୁ |

    • କେଉଁଦିନ ଓ କେଉଁ ସମୟରେ ଏହି Contest ହେବ ?

    ଏହି Contest ଛୁଟି ଦିନ ମାନଙ୍କରେ ଅନୁଷ୍ଠିତ ହେଉଛି | ପୁରାଦିନ ଏହି Contest ବା ପରୀକ୍ଷା Active ରହୁଛି | Contest ର ଦିନ ସମ୍ପର୍କରେ ସୂଚନା 'Widyakar Mobile App' ରେ 'Batches Menu' ଉପରେ 'Announcement' sectionରେ ଦେଖିପାରିବେ | 👉🏻 Video7

     Contest ବା ପ୍ରତିଯୋଗିତା ବିଷୟରେ Doubt କିପରି ପଚାରିବେ? 

    • Jumbo Fun Camp Helpline Number : 7894457621
      କେବଳ ଅଫିସ ସମୟରେ ଫୋନ କରିହେବ |
      ଅଫିସ ସମୟ (ସୋମବାର ରୁ ଶନିବାର) ସମୟ : 4:00 PM ରୁ 8:00 PM
    • Contest ସମ୍ପର୍କରେ Step-by-Step ପ୍ରକ୍ରିୟା : Click 👉🏻 Here

    • Appରେ ନିଜର ନାମ ବା ଅନ୍ୟକୌଣସି ସୂଚନା ଭୁଲ ହୋଇଯାଇଥିଲେ କ'ଣ କରିବା ?
      Widyakar App ତଳେ ଏକ 'Chat' option ଅଛି | ସେଠାରେ ଯାଇ ଆମକୁ message ରେ ନିଜର ସଠିକ ସୂଚନା (information) ନାମ, ମୋବାଇଲ ନମ୍ବର, ବିଦ୍ୟାଳୟର ନାମ, ବିଦ୍ୟାଳୟର ଠିକଣା, ତୁମ ଶ୍ରେଣୀ ସଂଖ୍ୟା ଇତ୍ୟାଦି ପଠାଯାଇପାରିବ | ଏହା ଛଡ଼ା ତୁମ ଶ୍ରେଣୀପାଇଁ ଏକ chat ଗ୍ରୁପ ମଧ୍ୟ ରହିଛି | ସେଠାରେ କେବଳ ଆପ୍ପ ଓ ପ୍ରତିଯୋଗିତା ସମ୍ପର୍କିତ message ପଠାଯାଇପାରିବ | ଅନ୍ୟ କୌଣସି message ପଠାଇଲେ ତୁରନ୍ତ Batch ରୁ remove କରିଦିଆଯିବ |

    Widyakar App install କଲାପରେ Profile ମେନୁରେ ନିଜର info ପୂରଣ କରିବାକୁ ଓ Photo ଅପଲୋଡ କରିବାକୁ ଭୁଲିବେ ନାହିଁ |

    • ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବା 👉🏻 Video1
    • Quizରେ ଭାଗନେବା ପାଇଁ କ'ଣ କରିବା ? 👉🏻 Video2
    • Widyakar ମୋବାଇଲ App କିପରି Download କରିବା?  👉🏻 Video3
    • Batch-Code କ'ଣ ଓ କିପରି ବ୍ୟବହାର କରିବା?  👉🏻 Video4
    • କିପରି Quiz Contestରେ ଭାଗନେବା ? Result କିପରି ଜାଣିବା? 👉🏻 Video5
    • Prize କଣ ମିଳିବ? 👉🏻 Video6
    • ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବା 👉🏻 Video7