Vendor: tbwodisha
Class-4 Jumbo Sishu Mandir COMBOOK 2025 Samiti
Regular price
Rs. 728.00
Sale price
Rs. 728.00
Regular price
Rs. 910.00
Sale
Rs. 182.00
(20.0%)
Description
- ଚତୁର୍ଥ ଶ୍ରେଣୀ ଶିଶୁମନ୍ଦିର ଶିକ୍ଷା ବିକାଶ ସମିତି ଛାତ୍ରଛାତ୍ରୀମାନଙ୍କ ପାଇଁ
- ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ
- ସମସ୍ତ ବିଷୟର ସମନ୍ୱିତ ଗାଇଡ଼ ବୁକ - Sishu Mandir COMBOOK
- ଶିଶୁମନ୍ଦିର ଶିକ୍ଷା ବିକାଶ ସମିତି ବିଦ୍ୟାଳୟ ଗୁଡ଼ିକରେ ପଢ଼ାଯାଉଥିବା ଅତିରିକ୍ତ ବିଷୟ (ଯଥା- ବୈଦିକ ଗଣିତ, ମନସାଙ୍କ, Saraswati English Reader, English Workbook, ସରସ୍ବତୀ ହିନ୍ଦୀ ସୋପାନ, ସରସ୍ବତୀ ସଂସ୍କୃତ ସୋପାନ, GK, ଇତ୍ୟାଦି) ଗୁଡ଼ିକର ପ୍ରତ୍ୟେକ ଅଧ୍ୟାୟ/ପାଠର ଅନୁଶୀଳନୀଗୁଡ଼ିକର ଉତ୍ତର ଓ ପରୀକ୍ଷା ଢାଞ୍ଚାରେ ସମ୍ଭାବିତ ପ୍ରଶ୍ନୋତ୍ତର
- ବିଗତ ବର୍ଷଗୁଡ଼ିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ସେଗୁଡିକର ସମ୍ପୂର୍ଣ୍ଣ ଉତ୍ତର
- ବିଷୟ ଅନୁଯାୟୀ ପ୍ରତ୍ୟେକ ଅଧ୍ୟାୟ/ପାଠର ଅନୁଶୀଳନୀଗୁଡ଼ିକର ଉତ୍ତର
- ବିଷୟ ଅନୁଯାୟୀ ପ୍ରତ୍ୟେକ ଅଧ୍ୟାୟ/ପାଠର ପରୀକ୍ଷା ଢାଞ୍ଚାରେ ସମ୍ଭାବିତ ପ୍ରଶ୍ନୋତ୍ତର
- 1 ସେଟ ଲେଖାଏଁ ମଡେଲ / ନମୁନା ପ୍ରଶ୍ନପତ୍ର ଓ ସମ୍ପୂର୍ଣ୍ଣ ଉତ୍ତର (ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ)
- 6 ସେଟ ଲେଖାଏଁ ମଡେଲ / ନମୁନା ପ୍ରଶ୍ନପତ୍ର ଅଭ୍ୟାସ ପାଇଁ (ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ)
Jumbo Sishu Mandir COMBOOK 2025
Sishu Mandir SAMITI
Most Trusted Brand of Odisha
32 years of Excellence
Most Probable Q&A
Everyone’s Favourite
Frequently bought together
Class-4 Jumbo Sishu Mandir COMBOOK 2025 Samiti
Please read before ordering:
ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.