
ଇନର୍ ଇଞ୍ଜିନିୟରିଙ୍ଗ୍ - ଆନନ୍ଦମୟ ଜୀବନର ସୂତ୍ର
ସଦ୍ଗୁରୁଙ୍କ ଭାଷାରେ - "ଏହି ପୁସ୍ତକ ମାଧ୍ୟମରେ ଆନନ୍ଦକୁ ଆପଣଙ୍କର ଚିର ସହଚର କରାଇବା ହିଁ ମୋର ଉଦ୍ଦେଶ୍ୟ | ଏହାକୁ ବାସ୍ତବତାରେ ପରିଣତ କରାଇବା ପାଇଁ ଏହି ପୁସ୍ତକ ଆପଣଙ୍କୁ କୌଣସି ଉପଦେଶ ନୁହେଁ, ଅଥଚ ଏକ ବିଜ୍ଞାନ ପ୍ରଦାନ କରିଥଏ; କୌଣସି ଶିକ୍ଷା ନୁହେଁ; ଅଥଚ ଏକ ପ୍ରକ୍ରିୟା ପ୍ରଦାନ କରିଥାଏ; କୌଣସି ନିୟମ ନୁହେଁ, ଅଥଚ ଏକ ମାର୍ଗ ପ୍ରଦାନ କରିଥାଏ | ସେହି ବିଜ୍ଞାନକୁ ଅନୁସନ୍ଧାନ କରିବାର, ସେହି ପଦ୍ଧତିକୁ ପ୍ରୟୋଗ କରିବାର ଏବଂ ସେହି ପଥରେ ପଥିକ ହେବାର ସମୟ ବର୍ତ୍ତମାନ ଆସିଯାଇଛି | ଏହି ଯାତ୍ରାରେ ଗୁରୁ ହେଉଛନ୍ତି ପଥ ମାନଚିତ୍ର, ସେ ଲକ୍ଷ୍ୟ ବା ଗନ୍ତବ୍ୟ ସ୍ଥଳ ନୁହନ୍ତି |
Odia Translation of Inner Engineering: A Yogi’s Guide to Joy
For the first time, Sadhguru presents readers with a path to achieving absolute well-being through the classical science of yoga in a practical, accessible book. In this transformative book, Sadhguru tells the story of his own awakening, from a boy with an affinity for the natural world to a young daredevil who crossed the Indian continent on his motorcycle. The wisdom offered in this book gives readers the opportunity to achieve nothing less than a life of joy.
Download Free Teaser Book-
https://drive.google.com/file/d/1KFXKjtCbakminAB8nkrluEen4ZfQbGSQ/view?usp=sharing