
Jumbo Project Books
ସମସ୍ତ ଶ୍ରେଣୀ ପାଇଁ ଅଲଗା ଅଲଗା ବହି.
- ଶିଶୁ ମନ୍ଦିର ଓ ଡିପିଇପି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକଳ୍ପ କାର୍ଯ୍ୟପୁସ୍ତିକା.
- ଶ୍ରେଣୀରେ ଦିଆଯାଉଥିବା ପ୍ରକଳ୍ପ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଚିତ୍ର ଗୁଡିକୁ ନେଇ ପ୍ରସ୍ତୁତ ଏହି ବୁକ - Project Book.
- ସୁନ୍ଦର ଓ ଆକର୍ଷଣୀୟ ଚିତ୍ର ଗୁଡିକର ସମାହାର.
- ସୁଲଭ ମୂଲ୍ୟରେ ଉପଲବ୍ଧ.