tbwodisha.com

TBW 2_in_1 HSC Probables 2024 Objective_MCQ & Subjective

TBW 2_in_1 HSC Probables 2024 Objective_MCQ & Subjective

Regular price
Rs. 1,050.00
Sale price
Rs. 1,050.00
Regular price
Rs. 1,256.00
Sold out
Unit price
per 
Shipping calculated at checkout.

ମାଟ୍ରିକ ପରୀକ୍ଷା ପାଇଁ TBW ଆଣିଅଛି

2-in-1 HSC PROBABLES 2024
Objective ଓ Subjective ଏକାଠି ଓ କମ ମୂଲ୍ୟରେ !

SAVE ₹ 200/- (Limited Stock)

କ'ଣ କ'ଣ ଅଛି ଏହି 2-in-1 ବହିରେ :
# ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ ପ୍ରତି ବିଷୟର ଅଧ୍ୟାୟ ଗୁଡିକୁ ଅଲଗା ଅଲଗା କରାଯାଇଛି
# Objective MCQ ଓ Subjective ଏକାଠି
# ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 30 ସେଟ ନମୁନା ପ୍ରଶ୍ନ ଓ ଉତ୍ତର
# ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 10 ସେଟ ନମୁନା ପ୍ରଶ୍ନ ଓ ଉତ୍ତର
# ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର
# ଅନେକ ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ

 

ବିଶେଷ ଦ୍ରଷ୍ଟବ୍ୟ : ପୁସ୍ତକରେ ଦିଆଯାଇଥିବା କେତେକ ବିଷୟବସ୍ତୁ ଯଥା ବିଗତ ବର୍ଷଗୁଡିକର ପ୍ରଶ୍ନପତ୍ର, ଅପଠିତ ଅନୁଚ୍ଛେଦ, ପତ୍ରଲିଖନ ଇତ୍ୟାଦିରେ ଥିବା ଚିନ୍ତାଧାରା କିମ୍ବା ମନ୍ତବ୍ୟ ସହିତ ଆମ ପ୍ରକାଶନ ସଂସ୍ଥା ଏକମତ ହୋଇନପାରେ | ପାଠକମାନେ ଏବିଷୟ ପ୍ରତି ନିଜ ବିବେକ ପ୍ରୟୋଗ କରିବାକୁ ଅନୁରୋଧ | ଏପରି କୌଣସି ବିଷୟ ସାମ୍ନାକୁ ଆସିଲେ ଦିଆଯାଇଥିବା emailରେ ଜଣାଇବାକୁ ଅନୁରୋଧ |