
ବିକ୍ରୟ ଶୁଭାରମ୍ଭ: 1 ଜୁଲାଇ 2024 (ଶନିବାର)
କେବଳ ପୂର୍ବରୁ TBW HSC PROBABLES Term_1 ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପୁସ୍ତକ ଉଦ୍ଦିଷ୍ଟ.
- TBW ଉପରେ ଭରସା କରି ପୂର୍ବରୁ TBW HSC Term-1 ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ EXTRA BOOK କମ ମୂଲ୍ୟରେ (₹498/-) ପ୍ରକାଶିତ !
- ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ମଧ୍ୟ ଏହି EXTRA BOOK ଉପଲବ୍ଧ. ସେଠାରେ ଉପଲବ୍ଧ ନଥିଲେ ଆମ ୱେବସାଇଟ www.tbwodisha.com ରୁ ଏହି ପୁସ୍ତକ କ୍ରୟ କରିହେବ.
କ'ଣ କ'ଣ ରହିଛି ଏହି EXTRA BOOK ରେ :
-
ମୋଟ ପୃଷ୍ଠା ସଂଖ୍ୟା : 2496
- ନୂତନ ନମ୍ବର ବିଭକ୍ତିକରଣ ଅନୁସାରେ ପ୍ରସ୍ତୁତ.
- ଅର୍ଦ୍ଧବାର୍ଷିକ ପରୀକ୍ଷା ପରେ ଥିବା ସିଲାବସର (ବା Term-2ର) ବିଷୟ ଗୁଡିକର ସମ୍ଭାବିତ ପ୍ରଶ୍ନୋତ୍ତର (MCQ ଓ Subjective)
- ସମ୍ପୂର୍ଣ୍ଣ ସିଲାବସକୁ ନେଇ ବାର୍ଷିକ ପରୀକ୍ଷା ପାଇଁ 30 ସେଟ ନମୁନା ପ୍ରଶ୍ନପତ୍ର ଓ ଉତ୍ତର (MCQ ଓ Subjective)
- ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ SUBJECTIVE ନମୁନା ପ୍ରଶ୍ନପତ୍ର 10 ସେଟ ଲେଖାଏଁ.
- Formative Assessments FA3 ଓ FA4 ପାଇଁ 3ଟି ଲେଖାଏଁ ନମୁନା ପ୍ରଶ୍ନ.
- ବିଗତ ବର୍ଷଗୁଡ଼ିକର ବୋର୍ଡ ପରୀକ୍ଷା ପ୍ରଶ୍ନ ଓ ଉତ୍ତର ସମ୍ମିଳିତ.
- TBW ତରଫରୁ ଆପଣଙ୍କ ପାଇଁ EXTRA BOOK କମ ମୂଲ୍ୟରେ (₹498/-) ପ୍ରକାଶିତ !
ପୂର୍ବରୁ କ୍ରୟ କରିଥିବା TBW Term-1 ପୁସ୍ତକ ଉପଯୋଗୀ କି ?
- ବୋର୍ଡ ତରଫରୁ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ଓ ବିଦ୍ୟାଳୟ ସ୍ତରରେ ମୂଲ୍ୟାଙ୍କନ କରାଯିବ.
- ଅର୍ଦ୍ଧ ବାର୍ଷିକ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସମସ୍ତ ବିଷୟ ଓ ଅଧ୍ୟାୟ ଗୁଡିକର MCQ ଓ Subjective ପ୍ରଶ୍ନ ଗୁଡିକ ଏହି Term-1 ପୁସ୍ତକରେ ଦିଆଯାଇଛି.
- ସେହିପରି, ଅର୍ଦ୍ଧ ବାର୍ଷିକ ପରୀକ୍ଷା (Term-1) ପାଇଁ 15 ଟି ଲେଖାଏଁ ନମୁନା ପ୍ରଶ୍ନ ଓ ଉତ୍ତର ମଧ୍ୟ ଏହି Term-1 ପୁସ୍ତକରେ ଦିଆଯାଇଛି.
- Formative Assessments FA1 ଓ FA2 ପାଇଁ 3ଟି ଲେଖାଏଁ ନମୁନା ପ୍ରଶ୍ନ ଏହି Term-1 ପୁସ୍ତକରେ ଦିଆଯାଇଛି.
- TBW ତରଫରୁ ଆପଣଙ୍କ ପାଇଁ EXTRA BOOK କମ ମୂଲ୍ୟରେ (₹498/-) ପ୍ରକାଶିତ. ତେଣୁ TBW ଉପରେ ଭରସା କରି ପୂର୍ବରୁ କ୍ରୟ କରିଥିବା TBW HSC Term-1 ପୁସ୍ତକଟି ନିଶ୍ଚୟ ଉପଯୋଗୀ.
Follow TBW and Jumbo on Telegram
Click the Poster 👇🏻