TBW Objective MCQ HSC Probables 2026
କ'ଣ କ'ଣ ଅଛି ଏହି TBW HSC ବହିରେ :
👉 Objective MCQ
👉 ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର
👉 ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଓ କଠିନ ପ୍ରଶ୍ନଗୁଡିକର Hint ଦିଆଯାଇଛି ! ମାନେ ପ୍ରଶ୍ନଟିର ଉତ୍ତରକୁ କେବଳ ଘୋଷି ମନେରଖିବା ନାହିଁ, ବରଂ ତାହା କିପରି ହେଲା ତାହା ଜାଣିବା !
👉 ଏହା ସହିତ TBW HSC ବହିରେ ଦିଆଯାଇଛି Chapter-wise ଅତି ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ !
👉 ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ ବିଗତ ବର୍ଷର ବୋର୍ଡ ପ୍ରଶ୍ନଗୁଡିକୁ ସୂଚିତ କରାଯାଇଛି; ଯାହାଦ୍ୱାରା ଛାତ୍ରଛାତ୍ରୀ Chapter-wise ପଢିଲାବେଳେ ଅତି ସହଜ ହେବ.
ଏତିକି ନୁହେଁ ! TBW HSC ବହିରେ ଦିଆଯାଇଛି -
👉 ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର,
👉 ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 5 ସେଟ ନମୁନା ପ୍ରଶ୍ନ ଓ ଉତ୍ତର !
👉 ସହଜରେ ଓ କମ ସମୟରେ Revision କରିବା ପାଇଁ ପ୍ରତି ବିଷୟରେ ରହିଛି Memory Express.
👉 ବିଗତ ବର୍ଷ ପରି 2025 ମାଟ୍ରିକ ପରୀକ୍ଷାରେ ମଧ୍ୟ TBW HSC ବହି ନିଜର ସଫଳତା ବଜାୟ ରଖିଛି ! 2025 ମାଟ୍ରିକ ପରୀକ୍ଷାରେ 99.5% ପ୍ରଶ୍ନ TBWରୁ ପଚରାଯାଇଥିଲା ! ଏହାର ପ୍ରମାଣ TBW Success Chart ରେ ଦିଆଯାଇଛି !
👉 ଏହି ସଫଳତା ଚାର୍ଟ ପାଇଁ TBW ସବୁବେଳେ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ପସନ୍ଦ !
ଦେଖନ୍ତୁ 👇🏻 ରାକୁ କୁକୁ କମେଡି ଭିଡ଼ିଓ 🤪🤣😂 ହସି ହସି ଗଡ଼ିଯିବେ : Click 👇🏻 କରନ୍ତୁ
Click 👇🏻 to follow us on WhatsApp
ALSO AVAILABLE:
👉 TBW 2_in_1 HSC Probables 2026 Objective MCQ ଓ Subjective ଏକାଠି (Save ₹200/-)
ବିଶେଷ ଦ୍ରଷ୍ଟବ୍ୟ : ପୁସ୍ତକରେ ଦିଆଯାଇଥିବା କେତେକ ବିଷୟବସ୍ତୁ ଯଥା ବିଗତ ବର୍ଷଗୁଡିକର ପ୍ରଶ୍ନପତ୍ର, ଅପଠିତ ଅନୁଚ୍ଛେଦ, ପତ୍ରଲିଖନ ଇତ୍ୟାଦିରେ ଥିବା ଚିନ୍ତାଧାରା କିମ୍ବା ମନ୍ତବ୍ୟ ସହିତ ଆମ ପ୍ରକାଶନ ସଂସ୍ଥା ଏକମତ ହୋଇନପାରେ | ପାଠକମାନେ ଏବିଷୟ ପ୍ରତି ନିଜ ବିବେକ ପ୍ରୟୋଗ କରିବାକୁ ଅନୁରୋଧ | ଏପରି କୌଣସି ବିଷୟ ସାମ୍ନାକୁ ଆସିଲେ ଦିଆଯାଇଥିବା emailରେ ଜଣାଇବାକୁ ଅନୁରୋଧ |
Get Excited for TBW HSC PROBABLES 2026!
- Reading Made Easy with TBW HSC PROBABLES!
- Studying is like a dream—anything is possible when you have the right tools!
- Friends, let’s study together with TBW HSC PROBABLES 2026!
- TBW has launched the 2-in-1 TBW HSC PROBABLES 2026 for the Matric exams, and it’s awesome!
- You get both Objective MCQs and Subjective questions all at a super low price!
- This year, we’re introducing Desk Work as the exciting new feature of TBW HSC PROBABLES 2026. It’s going to help students practice their writing skills before the big day!
ମାଟ୍ରିକ ପରୀକ୍ଷାରେ ସବୁଠାରୁ ଅଧିକ ପ୍ରଶ୍ନ ଆସେ TBW ବହିରୁ best book for HSC 2026 exam
TBW Shows You the Path to Success! Check out our success chart!
- Just like in previous years, TBW has once again proven its excellence in the Matric exams. Did you know that in the 2025 Matric exam, 99.5% of the questions came directly from TBW HSC PROBABLES 2025?
- This year, we’ve continued that success with the TBW HSC PROBABLES 2026 and our amazing SUCCESS CHART!
- What is the Success Chart? It’s a handy table that tells you exactly which pages from the TBW HSC book the board exam questions are taken from. This unique feature makes TBW a reliable choice for all Matric candidates!
ପ୍ରଶ୍ନଗୁଡିକର ଉତ୍ତରକୁ ଘୋଷିବା ନାହିଁ, ତାହା କିପରି ହେଲା ତାହା ଜାଣିବା Hints with the MCQ answers in TBW HSC Probables
Studying Made Easy!
- TBW HSC PROBABLES includes previous years' board exam questions along with their answers.
- Plus, we provide helpful Hints with the MCQ answers!
- This means you’re not just memorizing answers; you’re learning how to tackle the questions!
ବିଗତବର୍ଷର ମାଟ୍ରିକ ପରୀକ୍ଷା ପ୍ରଶ୍ନ ଗୁଡିକ TBW HSC ବହିର ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ.
Dream Big with TBW!
- Additionally, TBW HSC PROBABLES features chapter-wise most likely questions for both Objective MCQs and Subjective topics.
- We highlight previous years' board exam questions in the possible questions section, making your exam prep a breeze!
ମାଟ୍ରିକ ପରୀକ୍ଷାରେ ଅନେକ ପ୍ରଶ୍ନ TBW HSC ବହିର Memory Expressରୁ ପଚରା ଯାଏ for quick revision right before the matric exam
No More Fear of Exams with TBW!
- Every topic comes with a Memory Express for quick revision right before the exam.
- The best part? Questions from this Memory Express have appeared in past board exams!
TBW HSC 2026 ବହିର ମଡ଼େଲ ସେଟ ପ୍ରଶ୍ନ ସବୁଠାରୁ ଅଲଗା Questions without repetition
TBW is Your Ultimate Study Buddy for Matric Exams!
- What sets TBW HSC PROBABLES apart? It’s the model set questions included in the book!
- You’ll find 25 sets of model questions and MCQs with answers and hints where needed for the annual board exams.
- Plus, there are 5 sets of model questions and MCQs for the half-yearly exams.
- And for Internal Assessments I, II, III, and IV, we provide 6 sets of sample questions each!
With TBW HSC PROBABLES, you’re all set for success! Let’s ace Matric Exams together!
Frequently bought together
TBW Objective MCQ HSC Probables 2026








Please read before ordering:
ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.