+2 second year ଛାତ୍ରଛାତ୍ରୀମାନଙ୍କ ପାଇଁ
TBW XII Sample Papers 2025 (Arts Stream)
ଉଭୟ ଓଡ଼ିଆ ମାଧ୍ୟମ ଓ English Medium ପାଇଁ ପ୍ରକାଶିତ
CHSE Board Exam 2025 ପାଇଁ ପ୍ରକାଶିତ ଏହି ପୁସ୍ତକ ହେଉଛି ସମ୍ପୂର୍ଣ୍ଣ ନୂଆ !
ଆସନ୍ତୁ ଜାଣିବା କ’ଣ କ’ଣ ରହିଛି ଏଥିରେ -
- ବଦଳିଥିବା ସିଲାବସ ଅନୁଯାୟୀ ପ୍ରସ୍ତୁତ
- ସମସ୍ତ ବିଗତ ବର୍ଷଗୁଡ଼ିକର ପ୍ରଶ୍ନପତ୍ର ଓ ଉତ୍ତର ତ ଦିଆଯାଇଛି..
- ବିଶେଷ ଭାବେ Unit-wise ଏହି ବିଗତ ବର୍ଷର ପ୍ରଶ୍ନୋତ୍ତର ଗୁଡିକୁ ଭାଗ କରାଯାଇଛି; ଯାହା ଆସନ୍ତା ବୋର୍ଡ ପରୀକ୍ଷାପାଇଁ ଅତ୍ୟନ୍ତ ସହାୟକ ହେବ.
- ଏହାଛଡ଼ା ଆହୁରି ଅନେକ ଅତି-ସମ୍ଭାବିତ ପ୍ରଶ୍ନୋତ୍ତର ମଧ୍ୟ ଦିଆଯାଇଛି TBW +2 Sample Papers ରେ !
- ପ୍ରତ୍ୟେକ ବିଷୟ ପାଇଁ 5 ସେଟ Very Similar Test Papers ଉତ୍ତର ସହିତ ଦିଆଯାଇଛି
- ଅଭ୍ୟାସ ପାଇଁ 10 ସେଟ ନମୁନା ପ୍ରଶ୍ନପତ୍ର ମଧ୍ୟ ଦିଆଯାଇଛି |
- ପ୍ରତ୍ୟେକ Unit ପାଇଁ ଦିଆଯାଇଛି Points to remember ଓ Instant Exam ସେଟ
- ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ପାଖରେ ଉପଲବ୍ଧ
See More Subjects 👇🏻