TBW XII MIL Odia Compulsory 2025 Arts Sc Com Sample Papers
+2 second year ଛାତ୍ରଛାତ୍ରୀମାନଙ୍କ ପାଇଁ
TBW XII Sample Papers 2025 (Arts Stream)
ଉଭୟ ଓଡ଼ିଆ ମାଧ୍ୟମ ଓ English Medium ପାଇଁ ପ୍ରକାଶିତ
CHSE Board Exam 2025 ପାଇଁ ପ୍ରକାଶିତ ଏହି ପୁସ୍ତକ ହେଉଛି ସମ୍ପୂର୍ଣ୍ଣ ନୂଆ !
ଆସନ୍ତୁ ଜାଣିବା କ’ଣ କ’ଣ ରହିଛି ଏଥିରେ -
- ବଦଳିଥିବା ସିଲାବସ ଅନୁଯାୟୀ ପ୍ରସ୍ତୁତ
- ସମସ୍ତ ବିଗତ ବର୍ଷଗୁଡ଼ିକର ପ୍ରଶ୍ନପତ୍ର ଓ ଉତ୍ତର ତ ଦିଆଯାଇଛି..
- ବିଶେଷ ଭାବେ Unit-wise ଏହି ବିଗତ ବର୍ଷର ପ୍ରଶ୍ନୋତ୍ତର ଗୁଡିକୁ ଭାଗ କରାଯାଇଛି; ଯାହା ଆସନ୍ତା ବୋର୍ଡ ପରୀକ୍ଷାପାଇଁ ଅତ୍ୟନ୍ତ ସହାୟକ ହେବ.
- ଏହାଛଡ଼ା ଆହୁରି ଅନେକ ଅତି-ସମ୍ଭାବିତ ପ୍ରଶ୍ନୋତ୍ତର ମଧ୍ୟ ଦିଆଯାଇଛି TBW +2 Sample Papers ରେ !
- ପ୍ରତ୍ୟେକ ବିଷୟ ପାଇଁ 5 ସେଟ Very Similar Test Papers ଉତ୍ତର ସହିତ ଦିଆଯାଇଛି
- ଅଭ୍ୟାସ ପାଇଁ 10 ସେଟ ନମୁନା ପ୍ରଶ୍ନପତ୍ର ମଧ୍ୟ ଦିଆଯାଇଛି |
- ପ୍ରତ୍ୟେକ Unit ପାଇଁ ଦିଆଯାଇଛି Points to remember ଓ Instant Exam ସେଟ
- ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ପାଖରେ ଉପଲବ୍ଧ
See More Subjects 👇🏻
Frequently bought together
TBW XII MIL Odia Compulsory 2025 Arts Sc Com Sample Papers
Please read before ordering:
ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.