SK Majhi: Rayagada’s yet another Century Scorer! 💥

🔥 Simman Kumar Majhi of Rayagada, has taken the TBWiSCL by storm! 🔥

He has been awarded the 19th Most Valuable Player in the exciting TBW Students Cricket League Season-2! 🏆

Representing the powerful Rayagada Kings 11, Majhi dominated the field at the Amogha Mega Sky Box Cricket Stadium. 💪

With a scorching strike rate of 280, he amassed a breathtaking 257 runs, including a jaw-dropping 27 sixes and 21 fours! 🤯

He showcased his explosive batting with a magnificent Century of 121 runs in just 41 balls and a half century during the tournament. 🔥

Watch more highlights and updates on our social media pages!

Watch More in Our Social Media Pages.

ଏସ୍.କେ. ମାଝି – ରାୟଗଡ଼ାର ଆହୁରି ଜଣେ ଶତକ ସ୍କୋରର୍💥

ସିମନ୍ ନୁହେଁ ସେ ସୁନାମୀ! 🔥 ଏକଥା ଆମର ନୁହେଁ, ରାୟଗଡ଼ାର ସିମନ୍ କୁମାର୍ ମାଝୀଙ୍କୁ TBW_WiSCL-baja ଟୁର୍ଣ୍ଣାମେଣ୍ଟରେ ରନ୍ ର ଝଡ଼ ଆଣିଥିବାର ଦେଖିଥିବା ସମସ୍ତ ଦର୍ଶକଙ୍କର!💥

ସିମନ୍ ହେଲେ ରୋମଞ୍ଚପୁର୍ଣ୍ଣ TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଲିଗ୍ ସିଜିନ୍-୨ର ୧୯ ନମ୍ବର୍ ର ମୋଷ୍ଟ୍ ଭାଲ୍ୟୁଏବଲ୍ ପ୍ଲେଅର୍!🏆

ଚାମ୍ପିଆନଶିପ୍ ର ଷ୍ଟ୍ରଂଗ୍ ଦାବିଦାର୍ ମାନଙ୍କ ଭିତରୁ ଜଣେ, ରାୟଗଡ଼ା କିଂଗ୍ସ୍ ଇଲେଭେନ୍ ତରଫରୁ ଖେଳୁଥିବା ସିମନ୍ ଆମୋଘା ମେଗା ସ୍କାଏ ବକ୍ସ କ୍ରିକେଟ୍ ଷ୍ଟାଡିୟମରେ ପ୍ରତିଦ୍ୱନ୍ଦୀ ମାନଙ୍କୁ କଡ଼ା ଟକ୍କର ଦେଇଥିଲେ |💪

୨୮୦ ର ଷ୍ଟ୍ରାଇକ୍ ରେଟ୍ ରେ ୨୭ଟି ଛକା ଏବଂ ୨୧ଟି ଚୌକା ସହିତ ସେ ଅତୁଳନୀୟ ୨୫୭ ରନ୍ ନିଜ ଟିମ୍ ପାଇଁ ସଂଗ୍ରହ କରିଥିଲେ! 🤯

ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ରେ ମାତ୍ର ୪୧ ଟି ବଲ୍ ରେ ସାନଦାର୍ ୧୨୧ ରନ୍ ସଂଗ୍ରହ କରି ସେ ନିଜର ବିସ୍ଫୋରକ ବ୍ୟାଟିଂ ପ୍ରତିଭାର ପ୍ରଦର୍ଶନ କରିଥିଲେ |🔥

Leave a comment

Please note, comments need to be approved before they are published.