ରାୟଗଡ଼ାରୁ TBW ଷ୍ଟୁଡେଣ୍ଟସ୍ କ୍ରିକେଟ ଲିଗର MVP! ଦ୍ଵିତୀୟ ସିଜିନରେ ନିଜର ଛାପ ଛାଡିଛନ୍ତି ଜି. ପି. ଭାସ୍କର୍ | GP Bhaskar, our No-13 Most Valuable Player, travelled all the way from Raygada to Chhatia...
ରାୟଗଡ଼ାର ସିମନ୍ ମାଝି ଆମୋଘା ମେଗା ସ୍କାଏ ବକ୍ସ କ୍ରିକେଟ୍ ଷ୍ଟାଡିୟମରେ ପ୍ରତିଦ୍ୱନ୍ଦୀ ମାନଙ୍କୁ କଡ଼ା ଟକ୍କର ଦେଇଥିଲେ 💪 He showcased his explosive batting with a magnificent Century of 121 runs in just 41 balls...