01-Jul-2025 ପାଞ୍ଚ ପାଠ ଖବର

👉ଆରଆଇ, ଅମିନ ମେନ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ
👉ଅଗଷ୍ଟ ୧ରୁ ସେପସର ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ
👉ଏହି ପରୀକ୍ଷାକୁ ଅନଲାଇନ ମୋଡ଼ରେ କରାଯିବ
👉‘ଶିଶୁ ସେବିକା’ ନିଯୁକ୍ତି କରିବେ ସ୍କୁଲ ପରିଚାଳନା କମିଟି
👉୪୫ ହଜାର ସ୍କୁଲ ପାଇଁ ହେବ ନିଯୁକ୍ତି

Leave a comment