👉ଆଜି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି
👉୩ ଦିନ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର
👉ପ୍ରବଳ ବର୍ଷା ଆଶଙ୍କାକୁ ଦେଖୁ ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି
👉ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିୟୋଜିତ ହେବେ ଶିଶୁ ସେବିକା
👉ଅନଲାଇନରେ ଆଇନ ପିଜି ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ବାର କାଉନସିଲର ଉଦବେଗ
